‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରସ୍ତୁତ କରିବ ‘ନାସନାଲ ବୁକ ଟ୍ରଷ୍ଟ’

  ନୂଆଦିଲ୍ଲୀ/ ପିଆଇବି)ମାନବ ସମାଜ ଉପରେ କରୋନା ସଂକ୍ରମଣର ଗଭୀର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ମନସ୍ତାତ୍ଵିକ ପ୍ରଭାବକୁ ଦୃଷ୍ଟିରେ କେନ୍ଦ୍ର ମାନବ ସମ୍ପଦ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ‘ନାସନାଲ ବୁକ ଟ୍ରଷ୍ଟ’ ‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରସ୍ତୁତ କରିବ । କରୋନା…

କରୋନା ମୁକାବିଲା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 3 ମାସର ଦରମା ଦେଲେ ପ୍ରଧାନ ଶିକ୍ଷୟିତ୍ରୀ

Bolangir( niroj mishra ): ସାରା ବିଶ୍ବ ମହାମାରୀ କରୋନା ଭାଇରସ ପ୍ରକୋପରେ ଥରହର ହେଉଛି । ଭାରତରେ ମଧ୍ୟ ଲଗାତାର କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଓଡିଶାର ସ୍ଥିତି ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ଠିକ୍ ରହିଛି, ତେବେ ସମସ୍ତଙ୍କ ସହଯୋଗରେ ମହାମାରୀ କରୋନାକୁ…

କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ

ନୂଆଦିଲ୍ଲୀ/ (ପିଆଇବି)କୋଭିଡ-19 ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି । ଜାନୁଆରୀ 30ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା…

ପୋଲସରା ବିଧାୟକ ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କଲେ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ତାଙ୍କର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ଖର୍ଚ୍ଚ କରିବାକୁ…

 ବନ୍ଧରେ ବୁଡି ମାନସିକ ଭିନ୍ନକ୍ଷମ ବାଳକ ମୃତ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ଶଙ୍କୁରୁ ପଞ୍ଚାୟତ, ଚିଲିଖମା ରାଜସ୍ୱ ଗ୍ରାମ ଅନ୍ତର୍ଗତ ଭାଲୁଆସାହି ଗ୍ରାମର ଜଣେ ୭ ବର୍ଷ ବୟସର ମାନସିକ ଭିନ୍ନକ୍ଷମ ବାଳକ ବନ୍ଧ ପାଣିରେ ବୁଡି ଶନିବାର ଦିନ ଦିବା ପ୍ରାୟ ୧୧ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଘଟଣାରୁ…

ବଡ଼ବିଲରେ କରୋନା ସମ୍ପର୍କିତ ଗୁଜବ : ଜଣେ ଗିରଫ 

ବଡ଼ବିଲ (ଶାସକ ପ୍ରଶାସକ) କରୋନାକୁ ନେଇ ଗୁଜବ ପ୍ରଚାର କରିବା ପରେ ଜଣେ ଗିରଫ ହେବା ଘଟଣା ବଡ଼ବିଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡ଼ିଆରେ କରୋନାକୁ ନେଇ ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ବଡ଼ବିଲ ପୋଲିସ ସଂପୃକ୍ତ ସେକ ଅବଦୁଲ ରହିମଙ୍କୁ ଗିରଫ କରିଛି। ତାଙ୍କ ଘର ଆଜାଦ ବସ୍ତି…

ଲକ୍‌ଡାଉନ୍‌: ଔଷଧ ନାଁରେ ବାହାରେ ବୁଲୁଛନ୍ତି ଲୋକେ

ରେଢାଖୋଲ ଉପଖଣ୍ଡ ଯଶୋବନ୍ତ ନାରାୟଣ ସାହୁ :-କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ  ବ୍ଲକ ଅଞ୍ଚଳରେ…

ରାସ୍ତାକୁ ଓହ୍ଲାଇ କର୍ତ୍ତବ୍ୟରତ ପୋଲିସ ଭାଇଙ୍କ ହୋସଲା ବଢ଼ାଇଲେ ନାରାୟଣ 

http://www.youtube.com/watch?v=ALNpfHGAnhY  ସହରବାସୀଙ୍କୁ କରନା ସମ୍ପର୍କିତ ସତର୍କତା ଓ ସଚେତନତା କରାଉଥିବା ଜାଗ୍ରତ ପୋଲିସ ବାହିନୀକୁ  ପାରଳା ବିଧାୟକଙ୍କ ଖାଦ୍ୟପୁଡା ବଣ୍ଟନ କଲେ ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  କରୋନା ଭାଇରସ୍ କୋଭିଡ୍-୧୯କୁ ନେଇ ପାରଳାଖେମୁଣ୍ଡି…

ଆଜିବି କମିନି ଚାହିଦା ରାମାୟଣ ର ମଜା ନେଲେ ଦର୍ଶକ

ସୁନ୍ଦରଗଡ(Horachand Deuria) -  କରୋନା ଲକଡାଉନ ବେଳେ ଘରେ ବସି ବୋର ହେଉଥିବା ଦର୍ଶକଙ୍କ ପାଇଁ ଆଜି ଡ଼ିଡ଼ି ଭାରତୀ ଚାନେଲରେ  ସକାଳ 9 ଟାରେ ରାମାନନ୍ଦ ସାଗରଙ୍କର "ରାମାୟଣ" ପୁନଃ ପ୍ରସାରିତ ହୋଇଛି | ଦୀର୍ଘ ବର୍ଷପରେ ଟିଭି ପରଦାରେ ଏହି ମେଗା ଧାରାବାହିକ "ରାମାୟଣ" ପ୍ରସାରିତ ହୋଇଥିବା…

 ଖୋଳଖାଳି ପଞ୍ଚାୟତରେ ଘରକୁ ଘର ବୁଲି ହିତାଧିକାରୀଙ୍କୁ ଚାରି ମାସର ଭତ୍ତା ବଣ୍ଟନ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡା ବ୍ଲକର ଖୋଳଖାଳି ପଞ୍ଚାୟତରେ ଶନିବାର ଦିନ ପଞ୍ଚାୟତ ଲୋକ ପ୍ରତିନିଧି ଓ କର୍ମଚାରୀ ବୃନ୍ଦ ଘରକୁ ଘର ବୁଲି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସେମାନଙ୍କ ୪ ମାସର ଭତ୍ତା ବଣ୍ଟନ କରିଛନ୍ତି। ସରପଞ୍ଚ ସୂର୍ଯ୍ୟମଣି ଗୌଡ଼,…