ଶବ ରଖି ଲୋଇସିଂହା ୨୬ନଂ ରାଜପଥ ଅବରୋଧ।
ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) :ଲୋଇସିଂହା ବ୍ଳକ ୨୬ନଂ ରାସ୍ତା ଉପରେ ସବ ରଖି ଅବରୋଧ କଲେ ଗ୍ରାମବାସୀ। ସୂଚନା ମୁତାବକ ଗତକାଲି ଲୋଇସିଂହା ପଦମପୁର ରାସ୍ତା ସୁଜିଆ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଡାମୁଣ୍ଡା ଗ୍ରାମର ୧୯ ବର୍ଷର ବାଲକ କାହ୍ନା ମୁଣ୍ଡା ଙ୍କ…