କଳିଙ୍ଗ ବାଲିଯାତ୍ରା ୨୦୨୬ ଉପଲକ୍ଷେ ଦୋକାନ/ ଷ୍ଟଲ୍ କରିବା ନିମନ୍ତେ ଆବେଦନ ପତ୍ର ଦାଖଲ
ଜଗତସିଂହପୁର, ତା ୧୧.୧୧.୨୦୨୬ ରିଖ:ଏତଦ୍ବାରା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଉଅଛି ଯେ, ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ କଳିଙ୍ଗ ବାଲିଯାତ୍ରା ଉତ୍ସବ, ୨୦୨୬ ତା. ୨୩.୧୧.୨୦୨୬ ରିଖ ଠାରୁ ତା. ୨୯.୧୧.୨୦୨୬ ରିଖ ପର୍ଯ୍ୟନ୍ତ ପାରାଦ୍ବୀପ ସମୁଦ୍ର ବେଳାଭୂମି!-->!-->!-->!-->!-->…