ଶବର ସମ୍ପ୍ରଦାୟର ମାତାର ବନାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ: ପୁରା ଗ୍ରାମ ଭକ୍ତିମୟ ପରିବେଶ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଗଟଲପଦର ପଞ୍ଚାୟତର କୁସୁମଗୁଡା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ପ୍ରଭୁ ମାତାର ବନାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ଭାବେ ସମାପନ କରାଯାଇଛି। କୋଭିଡି ନିୟମକୁ ପାଳନ କରି ସବୁ ରୀତି ନୀତି କାର୍ଯ୍ୟକ୍ରମ…