ଜ୍ୱାଇଁର ପନିକି ଚୋଟରେ ଶଶୁର ଗୁରୁତର,
ହତ୍ୟା ଉଦ୍ୟମ ଅଭିଯୋଗରେ ଜ୍ୱାଇଁ ଗିରଫ, ଜେଲ୍ ହାଜତ,
ଓଡ଼ଗାଁ, ୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ନିକଟସ୍ଥ ସୁନାମୁହିଁ ପଞ୍ଚାୟତ ମାଳିଆଝୋଲା ଗ୍ରାମରେ ଜ୍ୱାଇଁର ପନିକି ଚୋଟରେ ଶଶୁର ଗୁରୁତର ଆହତ ହୋଇଛନ୍ତି। ହତ୍ୟା ଉଦ୍ୟମ ଅଭିଯୋଗରେ!-->!-->!-->…