୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍ ଟିକା ଦାନ ନେଇ ପ୍ରସ୍ତୁତି ବୈଠକ

୩୧-୧୨-୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ ପ୍ରଥମ ପାନ ଟିକା ନେବାର ୨୮ ରୁ ୪୨ ଦିନ ମଧ୍ୟରେ ଦ୍ୱିତୀୟ ପାନ ଟିକା…

ଆଇଏଏସ ସ୍ତରରେ ଅଦଳବଦଳ : ଶର୍ମା ସ୍ୱାସ୍ଥ୍ୟ ବିଭାଗର ପୂର୍ଣ୍ଣକାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟସରକାର ଆଜି ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଆଇଏଏସ ତଥା କୃଷି ଉତ୍ପାଦନ କମିଶନର ସହ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ…

ସାନ ଘୋଡାଘାଟି ଗାଁ ରେ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ।

ପ୍ରଥମ ଦିନରେ ବାଜି ମାରି ନେଲା ପାଟବନ୍ଧ। କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ସାନ ଘୋଡାଘାଟି ଗାଁର ଯୁବକ ସଙ୍ଘ ତରଫରୁ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ରେ ପାଟବନ୍ଧ ବିଜୟୀ ହୋଇଛି । ବିଧାୟକ ପ୍ରତିନିଧି (ଟିଟି)…

ପୁଣି ବଦଳିଲା ନିଷ୍ପତ୍ତି : ଖୋଲିବନି ସ୍କୁଲ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ ଭୁବନେଶ୍ୱର : ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି…

ବହୁବର୍ଷପରେ ପୁଣିଥରେ ଲାଗିଲା କାଶିପୁର ବ୍ଲକରେ ମାଓ ପୋଷ୍ଟର ।

ଟିକିରି/ ବୈକୁଣ୍ଠ ଦୁରିଆ :ରାୟଗଡା ଜଲ୍ଲା କାଶିପୁରବ୍ଲକ ଦୋରାଗୁଡା ଥାନା ଅନ୍ତ୍ରର୍ଗତ କମ୍ପର ଛକରେ ଆଜି ସକାଳେ ବୋରଗଛ ଠାରେ ମାଓ ପୋଷ୍ଟର  ଦେଖିବାକୁ ମିଳିଛି।ଏହି ପୋଷ୍ଟର  କେନ୍ଦ୍ରସରକାର,ରାଜ୍ୟସରକାର ଓ୍ବାଡ ମେମ୍ବର ଠାରୁ ଆରମ୍ଭକରି ବିଧାୟକ,ସାଂସଦ ସମସ୍ତ ସରକାର କର୍ମଚାରି ଆମ ଗରିବ…

ଦେବିମୁହାଁଣ ରେ ଅଲିଭରିଡ଼ଲେଙ୍କ ଅଣ୍ଡାଦାନ , ଦୁଇ ଥରରେ 260ଅଣ୍ଡା ସଂଗ୍ରହ ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରିଜିଲ୍ଲା ର ଅଲିଭରିଡ଼ଲ କଇଁଚ ଙ୍କ ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିବା ଅସ୍ତରଙ୍ଗର ଦେବିମୁହାଁଣ ନିକଟରେ ଦୁଇ ଗୋଟି ଅଲିଭରିଡ଼ଲେ ଅଣ୍ଡା ଦେଇଥିବା ବନ ବିଭାଗ ସୂତ୍ରରୁ ଜଣା ପଡ଼ିଛି । ପ୍ରଥମ ଅଣ୍ଡା ଡିସେମ୍ବର 27 ତାରିଖ ରେ ଦେଇଥିଲାବେଳେ ସେଥିରୁ150 ଅଣ୍ଡା…

ବର୍ଷର ପ୍ରଥମ ଦିନରେ ବିଜେପି ରାଜ୍ୟ ସଭାପତିଙ୍କ ‘ଜନସମ୍ବାଦ ଯାତ୍ରା’: ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଗସ୍ତ କଲେ…

ଭୁବନେଶ୍ୱର: ନିର୍ବାଚନ ଆସିବ ଏବଂ ଯିବ । କିନ୍ତୁ ରାଜ୍ୟ ଓ ରାଜ୍ୟବାସିଙ୍କ ବିକାଶରେ କୈାଣସି ବାଧା ସୃଷ୍ଟି ନହେବା ଉଚିତ୍ । ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବେ ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ବିଜେପି ପ୍ରତିଶୃତିବଦ୍ଧ । ମୋଦି ସରକାର ଏ ଦିଗରେ ଅନେକ କଲ୍ୟାଣକାରୀ ଯୋଜନାକୁ…

ଶିକ୍ଷୟିତ୍ରୀ ତଥା ନାରୀକବି ଭାରତୀ ହୋତାଙ୍କୁ “ମାନସିଂହ କବିତା ସମ୍ମାନ”

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ନୂଆପଡା ଜିଲ୍ଲାର ଆଦର୍ଶ ଶିକ୍ଷୟିତ୍ରୀ ତଥା ନାରୀକବି ଶ୍ରୀମତୀ ଭାରତୀ ହୋତାଙ୍କୁ "ମାନସିଂହ କବିତା ସମ୍ମାନ"ରେ ସମ୍ନାନୀତ କରାଯାଇଛି । ଜଣେ ସଫଳ ସାହିତ୍ୟିକା ଭାବରେ ସେ ସାରା ରାଜ୍ୟରେ ଜଣାଶୁଣା । ଉକ୍ତ ସଭାରେ…

ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ଦାବୀ: ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ

ପଦ୍ମପୁର:ଗନ୍ଧମାର୍ଦ୍ଦନ ପର୍ବତ କୁ ଜାତୀୟ ସଂପତ୍ତି ଘୋଷଣା ସହ ପାହାଡର ଶୀଖରରେ ଗୌତମବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନଙ୍କ ଦ୍ବାରା ସ୍ଥାପିତ ଧ୍ବଂସ ପ୍ରାପ୍ତ ବୌଦ୍ଧ ବିଶ୍ବ ବିଦ୍ୟାଳୟ ସୁରକ୍ଷା,ରକ୍ଷଣା ବେକ୍ଷଣ ସହ ଗନ୍ଧମାର୍ଦ୍ଦନ ପର୍ବତର ଉପଲବ୍ଧ ୨ ହଜାର ପ୍ରକାର ଦୁର୍ଲଭ ବନୌଷଧି କୁ ନେଇ…

କ୍ରିଷ୍ଣା କପ୍ କ୍ରିକେଟ୍ ଉଦଯାପିତ: ବାଟତେର୍ମା ଚାମ୍ପିୟନ

ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବାଟତେର୍ମା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୯ ଉଇକେଟରେ ୧୫୫ ରନ ସଂଗ୍ରହ…