କମ୍ପ୍ୟୁଟର ଆପ୍ଲିକେସନରେ ପିଏଚଡ଼ି ଲାଭ କଲେ “ଆମ ମାହାଙ୍ଗା” ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି
ନିଶ୍ଚିନ୍ତକୋଇଲି / ଦେବେନ୍ଦ୍ର ଷଡ଼ଙ୍ଗୀ :- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନାହାଙ୍ଗ ଗ୍ରାମପଂଚାୟତର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତି ଓ ରେଣୁବାଳା ମହାନ୍ତିଙ୍କ ପୁତ୍ର ତଥା ଆମ ମାହାଙ୍ଗା ସ୍ୱେଚ୍ଛାସେବୀ ସଂଗଠନ ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି ଚେନ୍ନାଇସ୍ଥିତ…