୧୪ ନମ୍ବର ଜିଲ୍ଲା ପରିଷଦଙ୍କ ସ୍ବାମୀଙ୍କୁ ଦଉଡିରେ ବାନ୍ଧି ଘୋଷାରି ଘୋଷାରି ପିଟିଲେ ଗ୍ରାମବାସୀ।
ସୋସିଆଲ ମିଡ଼ିଆ ରେ ଭିଡିଓ ଭାଇରାଲ.ଉଭୟ ପକ୍ଷରୁ ଥାନା ରେ ଅଭିଯୋଗ।
ବସ୍ତା ୧୨/୭:ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡିଙ୍କ ସ୍ବାମୀ ସଞ୍ଜୟ କୁମାର ବୁଗୁଡିଙ୍କୁ କୁଣ୍ଡପୁର ଗ୍ରାମରେ ଆକ୍ରମଣ,ସୋସିଆଲ ମିଡ଼ିଆ ରେ ଭିଡିଓ ଭାଇରାଲ।ସୂଚନା…