ଫେସବୁକରୁ ପ୍ରେମ ପରେ ଯୁବତୀଙ୍କୁ ବ୍ଲାକମେଲ, ରାୟଗଡାରୁ ଅଭିଯୁକ୍ତ ଯୁବକକୁ ଗିରଫ କଲା ପୁଲିସ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ପ୍ରଥମେ ଜଣେ ଯୁବତୀଙ୍କୁ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ। ପରେ ପ୍ରେମ ନିବେଦନ ଆଉ ତାପରେ ବ୍ଲାକମେଲ। ଏଭଳି ସଙ୍ଗୀନ ଅପରାଧରେ ଜଣେ ଯୁବକକୁ ଗିରଫ କରି ବାରିପଦା ଟାଉନ୍ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ରାୟଗଡ଼ା ଜିଲ୍ଲାର…