ଗୋଟିଏ ପଟେ ମହିଳା ସମାବେଶ ତ ଅନ୍ୟପଟେ ଘର ଘର ବୁଲି ପ୍ରଚାର କରୁଛନ୍ତି ନେତା
ବରଗଡ଼ :- ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଆଉ ମାତ୍ର ପାଞ୍ଚ ଦିନ । ଏହି ପାଞ୍ଚଦିନ ଭିତରେ ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ବିଭିନ୍ନ ମାଧ୍ୟମରେ ବିଜୁ ଜନତା ଦଳର ଦଳୀୟ ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ସପକ୍ଷରେ ଅଧିକରୁ ଅଧିକ ମତଦାନ କରିବା ପାଇଁ ପ୍ରଚାର କରିବାରେ ଲାଗିଛନ୍ତି ।…