ଗଞ୍ଜେଇ ଚୋରାଚାଲାଣ : ୨୩ କେଜି ଗଞ୍ଜେଇ ସହ କାର ଜବତ୍: ୨ ଗିରଫ୍
ପଦ୍ମପୁର:- ଜଗଦଳପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦିଘାଲ ନିଜ ଟିମ ସହ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅଙ୍ଗନଦୀ ନିକଟରେ ଏକ ଧଳା ରଙ୍ଗର ଟାଟା ଇଣ୍ଡିକା କାର (ଓଆର୍ ୧୫ ଏନ୍ ୯୭୧୯ )କୁ ଅଟକାଇ ଯାଞ୍ଚ୍ କରିଥିବା ସମୟରେ ଏଥିରୁ ୨୩କେଜି ୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ସହ ବ୍ୟବହୃତ…