୩ଛୁଆ ପାଇଁ ପଦଵୀ ହରାଇଲେ ଓ୍ୟାର୍ଡ଼ସଭ୍ୟ

ଓଡ଼ଗାଁ,୨୧।୮ (ଶ୍ରୀକାନ୍ତ କୁମାର ମିଶ୍ର): ୨ ଜଣ ସ୍ତ୍ରୀ ପାଇଁ ଜଣଙ୍କର ଓ୍ୟାର୍ଡ଼ସଭ୍ୟ ପଦବୀ ଚାଲିଯାଇଥିବା ବେଳେ ସୋମବାର ଅନ୍ୟ ଏକ ସ୍ଥାନରେ ୩ ଜଣ ଛୁଆଙ୍କ ପାଇଁ ଆଉ ଜଣେ ଓ୍ୟାର୍ଡ଼ ସଭ୍ୟଙ୍କ ପଦବୀ ଚାଲିଯାଇଛି । ଏଭଳି ଘଟଣା ଘଟିଛି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ବରସାହି ଗ୍ରାମ ପଞ୍ଚାୟତରେ।ସୂଚନା…

୨୩ରେ ‘ଆମ ବସଷ୍ଟାଣ୍ତ’ ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ଗାଁ,୨୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଓ ଗଣିଆରେ ଆମ ବସଷ୍ଟାଣ୍ତ ସାମିଲ ହେବାପରେ ଆସନ୍ତା ୨୩ତାରିଖ ଦିନ ଆଭାସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦ୍‌ଘାଟନ କରିବେବୋଲି ଜଣାପଡିଛି।ସନ୍ଧ୍ୟା ୫ଟା ସମୟରେ ଗଣିଆରେ ହେବାକୁ ଥିବା ବେଳେ ଓଡ଼ଗାଁ…

ରଘୁନାଥଙ୍କ ଭରସାରେ ରଘୁନାଥ ମହାବିଦ୍ୟାଳୟ

ପାଠପଢା ନହୋଇ ପରୀକ୍ଷା ଦେଉଛନ୍ତି ଶହଶହ ଛାତ୍ରଛାତ୍ରୀ ଓଡ଼ଗାଁ,୨୧।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବ୍ୟବସ୍ଥା କଥା ଏବେ କାହାକୁ ଅଛପା ନାହିଁ । ଯେପରି ପ୍ରଭୁ ରଘୁନାଥଙ୍କ ଭରସାରେ ଚାଲିଛି । ଅଗଷ୍ଟ ପ୍ରଥମ ସପ୍ତାହରେ ଦିତୀୟ ବର୍ଷର ପାଠପଢା ଆରମ୍ଭ…

“୧୯୯୯ ମହାବାତ୍ୟା ପରବର୍ତୀ ବିପର୍ଯ୍ୟୟ ପ୍ରସ୍ତୁତି ଓଡ଼ିଶାକୁ ମଡେଲରେ ପରିଣତ କରିଛି”

ଓଡ଼ିଶାରେ ମହାନଦୀ ପ୍ରଣାଳୀରେ ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ବନ୍ଧର ତଳମୁଣ୍ଡରେ ଛୋଟ ଛୋଟ ବନ୍ଧ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ:ଏମ୍. ଏମ୍. ରାଜେନ୍ଦ୍ରନ୍ ଭୁବନେଶ୍ୱର, ୨୧/୦୮: ଓଡ଼ିଶାର ଉପକୂଳ ଅଂଚଳକୁ ୧୯୯୯ରେ ଛାରଖାର କରିଥିବା ମହାବାତ୍ୟା ପରେ ଗ୍ରହଣ କରାଯାଇଥିବା…

ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ ହେଲେ ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ/ଭୁବନେଶ୍ବର: ସାମାଜିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ସମାଜିତ ଓ ଆର୍ଥିକ ବିକାଶ ପାଇଁ ଉଲ୍ଲେଖନୀୟ ତଥା ନିରନ୍ତର ସକରାତ୍ମକ ଅବଦାନ ନିମନ୍ତେ ଜଣାଶୁଣା ସମାଜସେବୀ ତଥା ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ…

୧୨୧ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ

ଓଡ଼ିଶାର ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବାରେ ଆଉ ଏକ ପଦକ୍ଷେପ ୮୭୩ କୋଟି ଟଙ୍କାର ନିବେଶରେ ୨୫୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା । ଭୁବନେଶ୍ୱର :ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଆଜି ଅନୁଷ୍ଠିତ ୧୨୧ତମ…

ଶିକ୍ଷକ ବଦଳିକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ ।

ଅସ୍ତରଂଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ବଳଭଦ୍ରପୁର ୟୁ ଜି ୟୁ ପି ,ରେ କାର୍ଯ୍ୟ ରତ ଥିବା ସହକାରୀ ଶିକ୍ଷକ ଶ୍ରୀମତୀ ଜାନକୀ ସାମାଡ ଙ୍କ ଏହି ବ୍ଲକ ଅଧିନ ରାଇକଣା ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟ କୁ ଡେପୁଟେଶନ ହୋଇ ଥିବାରୁ ,ତାହାର ପ୍ରତି ବାଦ ରେ ବଳଭଦ୍ରପୁର ଗ୍ରାମ ବାସୀ ଓ…

ଉପଜିଲ୍ଲାପାଳଂକ ନିଲଜି ପତରାର ମଧ୍ଯମ ଜଳସେଚନ ପ୍ରକଳ୍ପ ନିରୀକ୍ଷଣ

ଝାରବନ୍ଧ-ମନୋହର ଦାଶ: ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଂକ ଅଭିଯୋଗ ଶୁଣାଣିରେ ଲଉଡିଦରାହ୍ ପଂଚାୟତର ନିଲଜିପତରା ଗ୍ରାମବାସୀ ତାଂକ ଗ୍ରାମରେ ଥିବା ମଧ୍ଯମ ଜଳସେଚନ ପ୍ରକଳ୍ପ ‘ଘାଟି’ ରୁ ସଂଚିତ ବର୍ଷାଜଳ ଚାଲି ଯାଉଥିବା ଯୋଗୁଁ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ…

ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ ପାଠପଢା ଠପ୍

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକ ପଦବୀ ପୂରଣ ପାଇଁ। ଅନେକ ଦିନ ହେଲା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଶିକ୍ଷକ ପଦବୀ ପୂରଣ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ। ଶେଷରେ ଆଜି ତାଲପାଲି ନୋଡାଲ…

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ପଦ୍ମପୁର :- ଆଜି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ, ପଦ୍ମପୁର ଉପଜିଲ୍ଲାପାଳ, ଝାରବନ୍ଧ ବିଡ଼ିଓ, ତହସିଲଦାର୍ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ…