କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ୧୫ତମ ସଂଖ୍ୟାର ପାଠକାର୍ପଣ ଉତ୍ସବ
ବଲାଙ୍ଗିର, ୧୯/୦୬: କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ତଥା ୧୫ତମ ସଂଖ୍ୟାର ପାଠକାର୍ପଣ ଉତ୍ସବ ଏବଂ ବିଶିଷ୍ଟ ସାରସ୍ୱତ ପୁରୁଷ ଜଗନ୍ନାଥ ପ୍ରସାଦ ଦାସ (ଜେପି)ଙ୍କ ସ୍ମୃତିଚାରଣ ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।…