ଏଣେ ଶିକ୍ଷକ ଶିକ୍ଷୟିତ୍ରୀ କଲେ ପାଲା, ସେଣେ ସ୍କୁଲରେ ପଡିଛି ତାଲା

ପାଲା ମାଧ୍ୟମରେ ସରକାରଙ୍କୁ ଦାବି ଜଣାଇଲେ ବେଲଗୁଣ୍ଠାର ଶିକ୍ଷକ ଶିକ୍ଷୟିତ୍ରୀ ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଚାରିଦିନ ହେଲା ସମଗ୍ର୍ ରାଜ୍ୟ ଭଳି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି I ଛାତ୍ରଛାତ୍ରୀ ପାଠପଢା ଏବଂ ମଧ୍ୟାହ୍ନଭୋଜନରୁ…

ପାର୍ବଣ ଋତୁ ପାଇଁ ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍

ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ସହ ସୁରକ୍ଷା ନିୟମାବଳୀର ଅନୁପାଳନ ନିମନ୍ତେ ପରାମର୍ଶ ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୩ : ଆଗାମୀ ପାର୍ବଣ ଋତୁ ସମୟରେ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ନିମନ୍ତେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ:ସାହସିକତା ଏବଂ ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ୮୫ ଜଣଙ୍କୁ ରାଷ୍ଟ୍ରପତି…

ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ବାହିନୀ ଏବଂ କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୮୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ସେମାନଙ୍କର ସାହସିକତା, ଉଲ୍ଲେଖନୀୟ ଏବଂ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତିା ଆଜି ସ୍ଥାନୀୟ…

ଆଜି ଓଡ଼ିଶା ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡିଶା ଗସ୍ତରେ ଆସୁଛନ୍ତି | ତାଙ୍କର ଏହି ଗସ୍ତ ସମୟରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଏମଏସଏମଇ…

ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ଶିକ୍ଷକ ସୁରେନ୍ଦ୍ର

ଭୁବନେଶ୍ୱର : ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ । ଏହି ଉଦ୍ଦେଶ୍ୟରେ ଆଜି ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କୁ କୃତ୍ରିମ ଗୋଡ଼ ଯୋଗାଇ…

ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ

ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ଉନ୍ନତି ଆଣିବା ପାଇଁ SCADA କାର୍ଯ୍ୟକାରୀ ହେବା ସହିତ ଅଧିକ କର୍ମଚାରୀ ଯୋଗାଇଦିଆଯିବ, ବିଦ୍ୟୁତ ଯୋଗାଣ ଜାରି ରହିବ  ଭୁବନେଶ୍ୱର ;ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ…

ଶିବ ଶକ୍ତି ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ, ଯୋଗ ଦେଲେ ବିଧାୟକ ଓ କୁନ୍ଦେଇ ଥାନା ଅଧିକାରୀ।

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଧୀନରେ ଥିବା ଯୋଡଜୋଙ୍ଗା ଡିଏନକେ ସ୍କୁଲ ପଡ଼ିଆରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଖେଳ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର…

ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଯୋଗିତା ପାଇଁ ଜାତୀୟ ସ୍ତରକୁ ମନୋନୀତ

କୁଚିଣ୍ଡା : ଓଡିଶା ଜନଜାତି ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଂସ୍କୃତିକ ଓ କଳା ଉତ୍ସବରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ସେମାନ ଙ୍କ ମଧ୍ୟରୁ ସୀମାରେଖା ବାଘ ଇଂରାଜୀ ଭାଷଣ,…

ସାମ୍ବାଦିକଙ୍କ ପିତୃ ବିୟୋଗ

 ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଳକ୍ ସାମ୍ବାଦିକ ଝସକେତନ ସାହୁଙ୍କ ପିତା ନିରଞ୍ଜନ ସାହୁ  (୬୩) ଆଜି ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି I ନିରଞ୍ଜନ ବିଳମ୍ବ ରାତ୍ରୀରେ  ଅସୁସ୍ଥ ଅନୁଭବ କରିବା ସହିତ ତାଲପାଲି ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଥିଲେ I ଦୀର୍ଘଦିନ ରୁ ସେ ହୃଦରୋଗରେ…

୧୬୨ତମ ସ୍ବଭାବ କବି ଗଙ୍ଗାଧର ମେହେର ଜନ୍ମ ଜୟନ୍ତୀ

ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ଠାରେ ୧୬୨ତମ ସ୍ବଭାବ କବି ଗଙ୍ଗାଧର ମେହେର ଜନ୍ମ ଜୟନ୍ତୀ ପାଲିତ ହୋଇଯାଇଛି। ଏହି କାର୍ୟ୍ଯକ୍ରମରେ ମୁଖ୍ଯବକ୍ତା ଭାବରେ ଉମେଶ ଚନ୍ଦ୍ର ମହାପାତ୍ର ବରିଷ୍ଠ ଇଂରାଜୀ ପ୍ରାଧ୍ୟାପକ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ ଯୋଗଦାନ…