ଭାଇଚାରା ର ଆହୁରି ଏକ ଦୃଷ୍ଟାନ୍ତ ପ୍ରଦର୍ଶନ କଲେ ସୋହେଲା ବାସୀ

ବରଗଡ :- ଆମର ଦେଶର ସମ୍ବିଧାନ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଭାରତ ବର୍ଷ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି କିନ୍ତୁ ଆଜିକାର ସମୟରେ ଧର୍ମ ଓ ଧାର୍ମିକ ଆୟୋଜନ କୁ ନେଇ ଦେଶର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟି ବହୁ ଲୋକଙ୍କ ଜୀବନ ହାନି ହେବା ସହିତ ଅନେକ ସରକାରୀ ଓ ବେସରକାରୀ ସମ୍ପତ୍ତି…

ଏଠି କରପ୍ସନ ଟ୍ରାନ୍ସପରେଣ୍ଟଲି : ଏଇ ବ୍ଲକକୁ ବୋଧେ ପହଂଚିପାରିନି 5T

ବ୍ଲକ କର୍ମଚାରୀଙ୍କୁ ଦୁଇଟା ଆବାସ: ନିତାନ୍ତ ଗରିବ ମୁଣ୍ଡ ଉପରେ କିନ୍ତୁ ଛାଉଣୀ ନାହିଁ | ଝରୀଗାଁ/ଅଶୋକ ସାହୁ-ସରକାର ଗରିବ ଶ୍ରେଣୀର ଜନସାଧାରଣଙ୍କୁ ଘର ଖଣ୍ଡେ ଖଣ୍ଡେ ଯୋଗାଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି |ହେଲେ ସରକାରଙ୍କ ସବୁ ଯୋଜନା ଭଳି ଏହି ଯୋଜନା…

“ନବ ଦାସଙ୍କ ଭଳି ସମାନ ଦଶା ଭୋଗିବେ”

ବୈଜୟନ୍ତ ପଣ୍ଡାଙ୍କୁ ଫୋନରେ ଧମକ ନୂଆଦିଲ୍ଲୀ : " ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ" ବୋଲି ଫୋନ କଲରେ ଧମକ ଆସିଥିବା ଅଭିଯୋଗ ହୋଇଛି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ | ତାଙ୍କୁ ଫୋନ୍‌‌ ଯୋଗେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ଦିଲ୍ଲୀ ପୁଲିସ…

ଅଗ୍ନିବିପନ୍ନଙ୍କୁ ସାହାଯ୍ୟ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : ଗତ 20 ତାରିଖ ଭୋର ପ୍ରାୟ 4 ଘଣ୍ଟିକା ସମୟରେ କାଉପଡା ପଞ୍ଚାୟତ ପରବାରି ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନକାଣ୍ଡ ଏତେ ଭୟାବହ ଥିଲା ଯେ ପରିବାର ଲୋକେ ଜାଣିବା ପୂର୍ବରୁ ସବୁ କିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା…

ବେଲଗୁଣ୍ଠାରେ ସମୂହ ଗଣେଶ ଭସାଣୀ ଉତ୍ସବ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆସନ୍ତା ସେପ୍ଟେମ୍ବର 26 ତାରିଖ ମଙ୍ଗଳବାର ସନ୍ଧ୍ୟାରେ ବେଲଗୁଣ୍ଠା ସହରରେ ଅନୁଷ୍ଠିତ ହେବ ସମୂହ ଗଣେଶ ଭସାଣୀ ଉତ୍ସବ I ଏନେଇ ଏକ ପ୍ରସ୍ତୁତି ବୈଠକ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏନଏସି କାଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I…

ଚୋରା ମଦ ଦୋକାନ ଉପରେ ନୂତନ ଡିଏସପିଙ୍କ ଚଢ଼ାଉ ଜାରି

ସାରସକଣା:: ଶାସକ ପ୍ରଶାସକ ମୟୂରଭଂଜ ଜିଲ୍ଲାର ସାରସକଣା ବ୍ଲକ ଝାରପୋଖରିଆ ପୋଲିସ ଚୋରା ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରିଛି। ଏହା ଉପରେ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି | ତେବେ ଜଣ କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣକୁ ଥାନାରୁ ଜାମିନ ରେ ଛଡାଯାଇଛି | ଡି…

ପବିତ୍ର ଦିନକୁ ସ୍ମରଣୀୟ କରିବାକୁ ମହତ କାର୍ଯ୍ୟ

ପବିତ୍ର ଗଣେଶ ପୂଜା ଓ ମହାନ୍ ଗଣପର୍ବ ନୁଆଁଖାଇ ଅବସର ରେ ରକ୍ତଦାନ ଶିବିର ଦୁଇ ଗୋଟି ଶିବିର ରୁ 106 ୟୁନିଟ ରକ୍ତ ସଂଗ୍ରହ ବରଗଡ :- ଆଜି ସୋହେଲା ବ୍ଲକ ଅନ୍ତର୍ଗତ କନାପାଳି ଠାରେ ଆୟୋଜିତ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ରକ୍ତଦାନ ଶିବିର ର…

ଏକକାଳୀନ 80 ଟି ସ୍ଥାନରେ ଆୟକର ବିଭାଗ ର ଚଢ଼ାଉ

ବରଗଡ଼ ଜିଲ୍ଲାରେ ଏହା ସର୍ଵ ବୃହତ ଚଢ଼ାଉ ବରଗଡ :- ଗୋଟିଏ ନୁହେଁ ଦୁଇଟି ନୁହେଁ ..ପାଞ୍ଚ କିମ୍ବା 10 ଗୋଟି ନୁହେ..... ସୂଚନା ମୁତାବକ ଏକା ସାଙ୍ଗରେ ଜିଲ୍ଲାର ପ୍ରାୟ 80 ଗୋଟି ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗ ର ଏକ ବିରାଟ ଟିମ ଚଢ଼ାଉ ଜାରି ରଖିଛି । ଆଜି ସକାଳୁ ଆରମ୍ଭ ହୋଇଥିବା ଏହି…

ଦୁଇ ଗୋଟି କାର ରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ

https://youtu.be/3F5cfeKJcIk ତିନି ଜଣଙ୍କୁ ଗିରଫ କଲା ବରଗଡ଼ ଟାଉନ ଥାନା ପୋଲିସ ବରଗଡ :- ବରଗଡ଼ ଟାଉନ ଥାନା ପକ୍ଷରୁ ବୀର ଛକରେ ଦୁଇଟି ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପୋଲିସର ପେଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ଦୁଇଟି ଗାଡି କୁ ଯାଞ୍ଚ କରିଥିଲା । ସେଥିରୁ…

ଏସ୍‌ଆଇଏଚ୍ -୨୦୨୩ ନିମନ୍ତେ ଆଇଟିଇଆର୍‌ର ୧୦ଟି ହାକାଥନ୍ ଟିମ୍ ଯୋଗ୍ୟ ବିବେଚିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୧୦ ଟିମ୍‌ର ଛାତ୍ରଛାତ୍ରୀମାନେ ସମ୍ମାନଜନକ ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍‌) – ୨୦୨୩ରେ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟ…