ଉତ୍କଳ ସମ୍ମିଳନୀ ରରାଜ୍ୟ କାର୍ଯ୍ୟକାରିଣୀ ବାର୍ଷିକ ଉତ୍ସବ ଓ ସମାରୋହ ପାଳିତ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:  ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ସମାରୋହ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି…

ଗାଇସିଲାଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି l

ଗାଇସିଲାଟ:- ଆଜି ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି , ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଏ ମିନା, ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ଯ ଗୋୟଲ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ,…

“ମୁଁ ପଠେଇଥିଲି …ମୋ ନିର୍ଦ୍ଦେଶରେ ପାଣ୍ଡିଆନ ଜିଲ୍ଲାଗସ୍ତ କରିଥିଲେ”

"ହେଲିକପ୍ଟର ନେଇ ଯିବା ବି ସରକାରୀ ନିଷ୍ପତ୍ତି ଥିଲା"  " ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ ଏବଂ ଭୁବନେଶ୍ବରରେ ମାନ୍ୟବର ମନ୍ତ୍ରୀ ମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡିନାହିଁ। ଗୋଟିଏ ଅଭିଯୋଗ…

ଜାତୀୟ ରାଜପଥ ରେ ବସ ସଡକ ଦୁର୍ଘଟଣା

ଚିଲିକା/ଖୋର୍ଦ୍ଧା:(ସେକ୍ କୌସର) ଖୋର୍ଦ୍ଧା ଜିଲ୍ଲା୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡି ଛକ ଠାରେ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ପଛକୁ ପିଟିଲା ରିଲାଏନ୍ସ ବସ। ଅଳ୍ପକେ ବର୍ତ୍ତିଲେ ୪୦ଜଣ ଯାତ୍ରୀ। ଏଥିରେ ୨ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି। ହେଲପର ଗୁରୁତର ଆହତ ହୋଇଛନ୍ତି। ଘଟଣା…

ବାଲ୍ୟ ବିବାହ ମୁକ୍ତ ସଚେତନତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କୋତଲକଇଠା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ କୈଳାଶ ସତ୍ୟର୍ଥୀ ଚିଲଡ୍ରେନ ଫାଉଣ୍ଡାସନ ଓ ସିସିଡି ଆନୁକୁଲ୍ୟରେ ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି…

ପିତୃମାତୃହୀନ ଝିଅର ବାହାଘରରେ ପହଞ୍ଚିଲେ ବିଭାଗୀୟ ଉପଦେଷ୍ଟା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଯାହାର ବାପାମାଆ ନାହାନ୍ତି ତାହାର ସମସ୍ତେ ଅଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ବଡ଼ପଦା ଅଞ୍ଚଳର ମାତୃପିତୃହୀନ ଏକ ଝିଅ ଯିଏକି କିଛିଦିନ ତଳେ ଶିଶୁଯତ୍ନ ଅନୁଷ୍ଠାନ, ପାରଳାଖେମୁଣ୍ଡିରେ ରହି ବଢ଼ୁଥିଲା କିନ୍ତୁ ୧୮…

ସୁବର୍ଣ୍ଣପୂର “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

ସୁବର୍ଣ୍ଣପୂର /ଭୁବନେଶ୍ବର, ୨୪।୦୯- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦିନିକିଆ ସୁବର୍ଣ୍ଣପୂର ଗସ୍ତ ଅବସରରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୫ ତମ “ମନ୍‌ କି…

ଲୋକକଳାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଜରୁରୀ।

ଅଷ୍ଟମ ଲୋକକଳା ଉତ୍ସବ ଉଦଘାଟିତ ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆମର ଲୋକକଳାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ନ ହେଲେ ଆମର ଆଗାମୀ ସମୟ ଆମକୁ ପରିଚ୍ଛନ୍ନହୀନ କରିଦେବ।ଆମର ଭାଷା,ସଂସ୍କୃତିର ପ୍ରଚାର ପ୍ରସାର ଦ୍ବାରା ଆମେ ସର୍ବଭାରତୀୟ ସ୍ତରରେ ଆମର ପରିଚୟକୁ ଅକ୍ଷୁର୍ଣ୍ଣ ରଖିପାରିବା ବୋଲି…

କିଟ୍‍ ବିଶ୍ୱବିଦ୍ୟାଳୟରେ ଏନ୍‍ଏସ୍‍ଏସ୍‍ ଦିବସ ପାଳିତ

ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସମାଜସେବାରେ ନିଜକୁ ନିୟୋଜିତ କରନ୍ତୁ ଭୁବନେଶ୍ୱର, ୨୪ ।୯ : କିଟ୍‍ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା(ଏନ୍‍ଏସ୍‍ଏସ୍‍) ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ…

ଅକ୍ଟୋବର ୩ ରେ ଓଡ଼ିଶା ବନ୍ଦ ପ୍ରସଙ୍ଗ: ଆଲୋଚନା ବିଫଳ

 https://youtu.be/uxbWUINasnQ ସରକାରଙ୍କ ସହ ଆଲୋଚନା ବିଫଳ । ୭୨ ଘଣ୍ଟା ଭିତରେ ଚାରିଦ୍ଵାର ଖୋଲିବା ଉପରେ ଲିଖିତ ପ୍ରତିଶୃତି ନ ଦେଲେ ଆନ୍ଦୋଳନ ଜାରି ରହିବ ବୋଲି ଜଗନ୍ନାଥ ସେନା ମୁଖ୍ଯଙ୍କ ସୂଚନା ।