ରାଧିକା ହେଲେ ପୋଲିସ ରିକରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ

0

ଭୁବନେଶ୍ୱର :: କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇପିଏସ ଅଧିକାରୀ ବି. ରାଧିକାଙ୍କୁ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହାସହିତ ଏସଏଫଏସଆଇର ନିର୍ଦ୍ଦେଶକ ଭାବେ ମଧ୍ୟ ଦିଆଯାଇଛି ଅତିରିକ୍ତ ଦାୟିତ୍ୱ । ସେହିପରି ଆଇପିଏସ ଆଶିଷ ସିଂଙ୍କୁ ସିଇଓ ଓପିଏଚଡବ୍ଲୁସି ଭାବେ ଦାୟିତ୍ୱ ମିଳିଛି । ଏସ ସାଇନିଙ୍କୁ ସିଏଡବ୍ଲୁ ଆଣ୍ଡ ସିଡବ୍ଲୁର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

Leave A Reply

Your email address will not be published.