ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଉଦ୍ୟାନରେ ସଫେଇ ଓ ପରିମଳ ଅଭିଯାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ଵାରା ପାରଳାଖେମୁଣ୍ଡି ସ୍ଥିତ ଅଟଳ ବିହାରୀ ଉଦ୍ୟାନରେ ଓଡିଶା ସରକାରଙ୍କ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଯାୟୀ ସାମାଜିକ କାର୍ଯ୍ୟକଳାପ କମିଟି ତରଫରୁ ସଫେଇ ଓ ପରିମଳ ଅଭିଯାନ ମହାବିଦ୍ୟାଳୟ…