ଭେଡେନ ବ୍ଳକ୍ ରେ ଶିଶୁ ସୁରକ୍ଷା ଦିବସ ପାଳିତ l

ଭେଡେନ : - ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ଠାରେ ଶିଶୁ ସୁରକ୍ଷା ଦିବସ ପାଳିତ ହୋଇଯାଇଛି l ବରଗଡ ସିଡବ୍ଲୁସି ବବିତା ରାଉତ , ସୁରେନ୍ଦ୍ର ଦାଶ, ସିଡିପିଓ ଆଲଫାନି ଟେଟେ, ଭେଡେନ ଏବିଡିଓ, ଥାନା ଅଧିକାରୀ ଅତିଥି ଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ଉପରେ ବୈଠକରେ ଆଲୋକପାତ କରିଥିଲେ l ଏହି…

ଜମରତଲା ରେ କ୍ଳଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର :- ଜମରତଳା ଗ୍ରାମପଞ୍ଚାୟତ ସ୍ଥିତ ଫାଇପ୍ ଟି ସ୍କୁଲ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦହିଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୩ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଜମରତଲା ଛାତ୍ର ଛାତ୍ରୀ ମାନଙ୍କ…

କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ବସନ୍ତ କୁମାର ଜେନା): ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ଵାଜିରାଉତ ଶିକ୍ଷା ନିକେତନ ର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଶିକ୍ଷା ନିକେତନ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ୟୈଦାମିନୀ ମୁଦାଲୀଙ୍କ…

“ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ” ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳ ମେଲ ର ସମ୍ପାଦକ ତଥା ପ୍ରକାଶକ ଡ଼ ପୀତବାସ ମିଶ୍ର ଙ୍କ ଲିଖିତ "ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ" ପୁସ୍ତକର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବସ୍ତିଆ ଭବନ ଠାରେଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର…

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ଭବିଷ୍ୟନିଧି କାର୍ଯ୍ୟାଳୟରେ ଅବସ୍ଥାପିତ ତଥା ଓଡ଼ିଶାର ଆଗଧାଡ଼ିର ସୁନାମଧନ୍ୟ କବି ତ୍ରିନାଥ ସିଂହଙ୍କୁ ୨୦୨୩ ବର୍ଷ ପାଇଁ ମର୍ଯ୍ୟାଦାଜନକ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ - ୨୦୨୩ ପ୍ରଦାନ କରାଯାଇଛି।ପବିତ୍ର ବ୍ୟାସକ୍ଷେତ୍ର ବେଦବ୍ୟାସ…

ରାଉରକେଲା ମହାବିଦ୍ୟାଳୟରେ (କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ) ସଚେତନତା ବୈଠକ ପାଳିତ

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ବରେ ଏମ୍ଏସ୍ଏମ୍ଇ( କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗ) ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ ବିଭାଗର ଶିଳ୍ପ ଉଦ୍ୟୋଗ ଅଧିକାରୀ ପୁଷ୍ପଲତା…

ସ୍ୱାଧୀନତାର 76 ବର୍ଷ ପରେ ବି ……!

ଜଗତସିଂହପୁର,ତା-୩୦.୦୯.୨୦୨୩/ସୁମନ୍ତ କୁମାର ଦାସ: ଆମେ ଜାଣିପାରୁଛୁ ଆପଣ ଏହି ଦୃଶ୍ୟ ଦେଖି କୌଣସି ଆଦିବାସୀ ଅଞ୍ଚଳ କଥା ଭାବୁଥିବେ l କିନ୍ତୁ ଏହା କେଉଁ ଆଦିବାସୀ ଅଞ୍ଚଳର ଦୃଶ୍ୟ ନୁହେଁ l ଏହା ହେଉଛି ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ସିଙ୍ଗିପୁର ଗ୍ରାମର ହରିଜନ ସାହିର ଦୃଶ୍ୟ l ଯାହା…

କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣର ପ୍ରୟାସ

ଗଞ୍ଜାମ,(ନିଲୁ ବିଷୋୟୀ) :- ଜିଲ୍ଲା ପ୍ରଶାସନ ଗଞ୍ଜାମ, ୟୁନିସେଫ, ଆକ୍ସନଏଡ଼ ର ମିଳିତ ଆନୁକୁଲ୍ଯରେ କ୍ରୀଡା ମାଧ୍ୟମରେ କିଶୋରୀ ମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ସ୍ଥାନୀୟ ଛତ୍ରପୁର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ଜିଲ୍ଲାର ଚାରୋଟି ବ୍ଲକ ତଥା ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା…

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଭୁବନ ଗସ୍ତ

ଭୁବନ, ଢେ଼ଙ୍କାନାଳ ।ଅବିନାଶ ସାଥୁଆ ମହାପାତ୍ର:  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏକ ସ୍ୱତନ୍ତ୍ର ଗସ୍ତ କରି ଆଜି ଅପରାହ୍ନ ରେ ଭୁବନ ରେ ପହଞ୍ଚିଥିଲେ । ଭୁବନ ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ କରାଯାଇଥିଲା ।…

ଭୁବନେଶ୍ୱର ଠାରେ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ୱର:ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ 27 ରୁ 30 ସେପ୍ଟେମ୍ବର 2023 ମଧ୍ୟରେ ଆୟୋଜିତ ଚାରି ଦିନିଆ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି | ଉତ୍ତର ରେଳପଥ ଆରପିଏଫ୍ ହକି ଟିମ୍…