ପଦ୍ମପୁର :- କପସିଲା କୁରାଳ ପୂଜା ଅନୁଷ୍ଠିତ ହୋଇଯାଇଛି l ମାଟି ପ୍ରତିଷ୍ଠା ପାଇଁ ତିନିଦିନ ଧରି ହେଉଥିବା ଏହି ପୂଜା ରେ କୁମ୍ଭାର ଶାଳ ଏବଂ ସରଞ୍ଜାମ କୁ ପୂଜା କରାଯାଏ l ଆଜି ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ କରି ପ୍ରଭୁଙ୍କ ଦର୍ଶନ କରିବା ସହ କୁମ୍ଭାର ସମାଜ ର ସୁବିଧା ଅସୁବିଧା ସମ୍ପର୍କରେ ବୟୋଜ୍ୟେଷ୍ଠ ମାନଙ୍କ ସହିତ ଆଲୋଚନା କରିଥିଲେ l
Sign in
Sign in
Recover your password.
A password will be e-mailed to you.