ଓଡ଼ିଶାର ୨୦ ଷ୍ଟାର୍ଟଅପ୍ଙ୍କୁ ପାଣ୍ଠି ପ୍ରଦାନ ପାଇଁ ନିବେଶକଙ୍କ ପ୍ରତିଶ୍ରୁତି
୧୪ ଦିନିଆ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ରେ ୧୫ ନିବେଶକଙ୍କ ଅଂଶଗ୍ରହଣ
ଭୁବନେଶ୍ୱର : ଏଆଇସି- ନାଳନ୍ଦା ଇନଷ୍ଟିଚୁୃ୍ୟଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ଭାରତ ସରକାରଙ୍କ ଅଟଳ ଇନୋଭେସନ ମିସନ ଓ ସେବି ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍…