କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ” ସୁରଭି ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଡାବୁଗାଁ/ଯଶବନ୍ତ ପରିଛା : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ୮ ଟି କ୍ଳଷ୍ଟର ରେ ଆଜି କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ଭୂତ ପୂର୍ବ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଭାବେ ଏବିଇଓ ସନ୍ତୋଷ କୁମାର ସାହୁ ଯୋଗ ଦେଇ…

ଓଡ଼ିଶା ଉଠା ଜଳସେଚନ ନିଗମର ୫୧ତମ ପ୍ରତିଷ୍ଠା ଦିବସ

ଇଆରପି-ଏସ୍ଏପି “ଇ-ଲିଫ୍ଟ” ବ୍ୟବସ୍ଥା ଲୋକାର୍ପିତ ଜଳସେଚନ ମାଧ୍ୟମରେ କୃଷିର ଉନ୍ନତି ହେଲେ ଓଡ଼ିଶା ସଶକ୍ତ ହେବ-ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ୱର :ଓଡ଼ିଶା ଉଠା ଜଳସେଚନ ନିଗମର ୫୧ତମ ପ୍ରତିଷ୍ଠା ଦିବସ ରବିବାର ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥିତ…

ତୃତୀୟ ପର୍ଯ୍ୟାୟ ଅନଲାଇନ ଆଡମିଶନ- ୨୦୨୩-୨୪

ଭୁବନେଶ୍ୱର:ଶିକ୍ଷା ବର୍ଷ ୨୦୨୩-୨୪ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନଲାଇନ ଆଡମିଶନ ପ୍ରକ୍ରିୟା ସରିଲା ପରେ ମୋଟ ୫,୨୦,୯୨୦ ଆସନ ମଧ୍ୟରୁ ୪,୧୧,୮୨୬ ଜଣ ବିଦ୍ୟାର୍ଥୀ ଏକାଦଶ ଶ୍ରେଣୀ ପାଇଁ ନାମ ଲେଖାଇଛନ୍ତିା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଯେଉଁ ଛାତ୍ରଛାତ୍ରୀ ଅଦ୍ୟାବଧି ଏକାଦଶ…

ଗାନ୍ଧୀ ପିସ୍‍ ସେଣ୍ଟରରେ ‘ବାପୁଙ୍କ ସ୍ମୃତିଚାରଣ’ ଆୟୋଜିତ

ଭୁବନେଶ୍ୱର: ବାପୁଙ୍କ ସ୍ମୃତିଚାରଣ- ଶୀର୍ଷକ କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀ ପିସ୍‍ ସେଣ୍ଟରଠାରେ ଗାନ୍ଧୀ ଜୟନ୍ତୀ ପରଦିନ ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ରାଜ୍ୟପାଳ ସମ୍ମାନନୀୟ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ । ଏଥିସହିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର…

ସୋଆ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ

ଭୁବନେଶ୍ୱର, ଅକ୍ଟୋବର ୩: ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତିତ ସ୍ୱଚ୍ଛ ଭାରତ ଅଭିଯାନ, ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରରେ ସୋଆର ଛାତ୍ରଛାତ୍ରୀମାନେ ଖଣ୍ଡଗିରି ପାହାଡରେ ସଫେଇ କାର୍ଯ୍ୟକ୍ରମ ସହିତ…

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ,୨୫ ଦିନରେ ପହଞ୍ଚିଲା ଗଣଧାରଣା

ଧର୍ମଗଡ଼ର ବନ୍ଦ ଡାକରରେ ସାମିଲ ହେବନାହିଁ ଜୁନାଗଡ଼ ଜୁନାଗଡ଼ : କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ତଥା ଐତିହାସିକ ନଗରୀ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ୨୫ ଦିନରେ ପହଞ୍ଚିଛି । ରାଜ୍ୟରେ ବିଜେଡି ସରକାରଙ୍କ ଶାସନ ୨୫ ବର୍ଷ ରେ ପଦାର୍ପଣ କରିଛି । ବର୍ତ୍ତମାନ ଜିଲ୍ଲା ଦାବୀ ନେଇ…

ଭଞ୍ଜନଗର ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା

ଗଠନ ହେବ ବିଡିଏମପି, ଶୁନ୍ୟ ମୃତାହତ ଉପରେ ଗୁରୁତ୍ବାରୋପ ଭଞ୍ଜନଗର/ଉଦୟନାଥ ପଣ୍ଡା: ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର।ପ୍ରତି ବର୍ଷ ଅକ୍ଟୋବର ମାସ ଆସିଲେ ବନ୍ୟା ଓ ବାତ୍ୟାକୁ ନେଇ ଓଡିଶା ବାସୀଙ୍କ ମଧ୍ୟରେ ଛନକା ପଶିଥାଏ। ହେଲେ ଆସୁଥିବା ପ୍ରାକୃତିକ…

ସୌର୍ଯ୍ୟ ଜାଗରଣ ରଥକୁ ଡାବୁଗାଁ ଓ ମାନିଗାଁରେ ଭବ୍ୟ ସ୍ଵାଗତ

ଡାବୁଗାଁ / ଯଶବନ୍ତା ପରିଛା : ବିଶ୍ଵ ହିନ୍ଦୁ ପରିଷଦ ର ୬୦ ବର୍ଷ ପୂର୍ତ୍ତି ଓ ସହିଦ ଲକ୍ଷ୍ମଣ ନାୟକ ଙ୍କ ସ୍ମୃତି ରେ ଗତ ସେପ୍ଟେମ୍ବର ୨୮ ତାରିଖ ରୁ ମାଲକାନଗିରି ଜିଲ୍ଲା ରୁ ସୌର୍ଯ୍ୟ ଜାଗରଣ ରଥ ପଶ୍ଚିମ ପ୍ରାନ୍ତ ପରିଭ୍ରମଣ ରେ ବାହାରି ଆଜି ଡାବୁଗାଁ ଓ ମାନିଗାଁ ରେ ପହଞ୍ଚିଛି। ରଥ…

ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ବୈଜୟନ୍ତ ପଣ୍ଡାଙ୍କ ସହାୟତା ।

କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡ଼ା ବ୍ଲକ ଅଧିନ ଜମଧର ପଂଚାୟତ ଦୁହୁରିଆ ଗ୍ରାମର ଚୈତନ୍ୟ ସିଂଙ୍କ ପୁତ୍ର ମନୋରଞ୍ଜନ ସିଂ ଓ ରାଜନ ମଳିକଙ୍କ ପୁତ୍ର ଭଜହରୀ ସିଂ,ବାରୋ ଗ୍ରାମର ଗୋଖେଇ ପରିଡାଙ୍କ ପୁତ୍ର ଅଜୟ ପରିଡାଙ୍କ ସଡ଼କ ଦୁର୍ଘଟଣା ଓ ଉଚ୍ଛରପଡାର ପ୍ରତାପ ବିଶ୍ୱାଳଙ୍କ ଅକାଳ…

ବନ ବିଭାଗର ତତ୍ପରତା : ଗଣ୍ଡପାଲି ଜଙ୍ଗଲରେ ପହଞ୍ଚିଲା ଦନ୍ତା ହାତୀ l

https://youtu.be/P6frf6LHrds  ପଦ୍ମପୁର :- କିଛି ଦିନ ହେଲା ପାଇକମାଲ ରାଜରାସ୍ତାରେ ଦନ୍ତାହାତୀ ବୁଲୁଥିବା ର ଖବର ମିଳିଥିବା ବେଳେ ଆଜି ସକାଳୁ ଆଜି ସାଲେଗେଡି ରେ ବୁଲୁଥିବା ଖବର ପାଇ ପଦ୍ମପୁର ବନ ବିଭଗ କର୍ମଚାରୀ ତତ୍ପରତାର ସହିତ ସେଠାରେ ପହଞ୍ଚି ଲୋକଙ୍କୁ ସଚେତନ କରାଇ ହାତୀକୁ…