ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀରର ଜଳସେଚନ, କୃଷି କ୍ଷେତ୍ରରେ ଆସିବ ରୂପାନ୍ତର, ଜିଲ୍ଲାର ବିକାଶରେ ନୂଆ ଯୁଗ ଆସିବ - ମୁଖ୍ୟମନ୍ତ୍ରୀ
୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ
୨୨୨୦ କୋଟି ଟଙ୍କା – ୧୧୨ଟି ପ୍ରକଳ୍ପ – ଭିତ୍ତିପ୍ରସ୍ତର ସ୍ଥାପିତ
୩୦୫ କୋଟି ଟଙ୍କା – ୬୯ଟି ପ୍ରକଳ୍ପ – ଉଦ୍ଘାଟିତ…