ହିତାଧିକାରୀଙ୍କୁ ଭତ୍ତା ଓ ନବୀନ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କଲେ ବିଧାୟକ ପ୍ରତାପ ଜେନା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ବାରା ବିଜୁ ସାସ୍ୟୁ କଲ୍ୟାଣ ଯୋଜନାରେ ନବୀନ କାର୍ଡ଼ ବଣ୍ଟନ ଓ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ହିତାଧିକାରୀଙ୍କୁଭତ୍ତା ବଣ୍ଟନ କରିଛନ୍ତି l ବ୍ଳକ ବିଜେଡ଼ି…