ଭବାନୀପାଟଣା(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲାରେ ଆଜି ସନ୍ଧ୍ୟା ରେ ନର୍ଲା ଠାରୁ ଭୁବନେଶ୍ୱର ଏସି ବସ ର ଶୁଭାରମ୍ଭ କଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ l ନର୍ଲା ରୁପ୍ରାରୋଡ଼ ସୋନପୁର ଭୁବନେଶ୍ୱର ବସର ଶୁଭାରମ୍ଭ କରିଛନ୍ତି lଅତିଥି ଭାବେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ଏସ ଆଇ ଟିସି କର୍ମଚାରି ସଂଘ କଳାହାଣ୍ଡି ସାଧାରଣ ସମ୍ପାଦକ ମୋହନ ଭଟ୍ଟ, ବିମଲ କୁମାର କେଡ଼ିଆ, ସମିତି ସଭ୍ୟ ସଦସ୍ୟ ଚିରଞ୍ଜିବି ଗୋଡ଼ିଆ, ଯୁବନେତା ହିମେଶ ଯେନ, କୌତୁକ ଖମାରୀ ନର୍ଲା ବିଜେଡି ସଭାପତି ପରେଶ ପଧାନ, ନର୍ଲା ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ରହିଥିଲେ l ଜନ ସାଧାରଣ ଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ସନ୍ଦ୍ୟାରେ ନର୍ଲା ରୁ ଗଡିଛି ସରକାରୀ ଏସି ଡୀଲକ୍ସ ବସ l ଏହା ପ୍ରତିଦିନ ୬.୩୦ରେ ନର୍ଲା ରୁ ବାହାରି ରୁପ୍ରାରୋଡ଼, ପଲମ, ସୋନପୁର ଦେଇ ଭୁବନେଶ୍ୱର ସକାଳ ୬.୩୦ରେ ପହଞ୍ଚିବ l ସେହିପରି ଭୁବନେଶ୍ୱର ରୁ ୬.୩୦ରେ ନର୍ଲା ରେ ସକାଳ ୬.୩୦ ପହଞ୍ଚିବ l
Sign in
Sign in
Recover your password.
A password will be e-mailed to you.