ଭାଇଚାରା ର ନିଦର୍ଶନ , ମୁସଲିମ ଯୁବକ ର ଜନ୍ମଦିନ ପାଳିଲେ ହିନ୍ଦୁ ଯୁବକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଭାଇଚାରା ର ଏକ ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ବାପା ଛେଉଣ୍ଡ ମୁସଲିମ ଯୁବକ ର ଜନ୍ମ ଦିନରେ ହିନ୍ଦୁ ଯୁବକ ମାନେ କେକ କାଟିବା ସହ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇଛନ୍ତି। ଯାହାକି ସମାଜ କୁ ଏକ…