ନଵ ନିର୍ମିତ ସଭାଗୃହ ଉଦଘାଟିତ

0 1

ରାଉରକେଲା:(ବସନ୍ତ କୁମାର ଜେନା): ମାନ୍ୟବର ରାଜ୍ଯ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଆଜି ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ରେ ନଵ ନିର୍ମିତ  ସଭାଗୃହ କମ୍ପୁ୍୍ଯଟର ରୁମ ଓ ବିଶ୍ରାମ କକ୍ଷର ଉଦଘାଟନ କରିଛନ୍ତି ା  ଏହି ଅବସରରେ ଶ୍ରମ ଆୟୁକ୍ତ ଅମ୍ରିତ ରିତୁରାଜ, ଯୁଗ୍ମ   ଶ୍ରମ ଆୟୁକ୍ତ ପ୍ରଣବ ରଂଜନ ଜେନା, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା କୋଠାବାଡି ବିଭାଜନ ମନୋଜ ମହାଜନ,  ଜିଲ୍ଳା ଶ୍ରମ ଅଧିକାରୀ ଦିବ୍ୟ ଜ୍ୟୋତି ନାୟକ ଓ ଯଶୋବନ୍ତ ଅମାତ ସମେତ ବିଭିନ୍ନ ଟ୍ରେଡ  ୟୁନିୟନର ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲୋ

Leave A Reply

Your email address will not be published.