ଛ-ଦଫା ଦାବୀ ନେଇ ଅସ୍ତରଙ୍ଗ ସମ୍ବାଦିକ ସଙ୍ଘ ର କଳାବ୍ୟାଚ ପରିଧାନ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ- ବିନା ବେତନ ରେ ବିଭିନ୍ନ ସମୟ ରେ ଲୋକ ଲୋଚନ ରେ ଦେଶ ବିଦେଶ ରୁ ଆରମ୍ଭ କରି ରାଜ୍ୟ ଓ ଆଞ୍ଚଳିକ ସ୍ତରର ଟିକନିକ ଖବର ପହଞ୍ଚେଇବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଗଣତନ୍ତ୍ର ର ୪ର୍ଥ ସ୍ତମ୍ଭ । କିନ୍ତୁ ଅନେକ ସମୟ ରେ ସାମ୍ବାଦିକ ମାନଙ୍କୁ ବିଭିନ୍ନ ମିଛ କେଶ ରେ…