“ସହଯୋଗ ଅତୁଟ ରହିଲେ ଉନ୍ନତିର ପଥ ସୁଗମ ହୋଇ ପାରିବ”

ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୪ ଓଡ଼ଗାଁ, ୧୧।୧ (ଶ୍ରୀକାନ୍ତ କୁମାର ମିଶ୍ର): ସହଯୋଗ ଅତୁଟ ରହିଲେ ଉର୍ଣ୍ଣତିର ପଥ ସୁଗମ ହୋଇପାରିବ ବୋଲି ଓଡ଼ଗାଁ ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ସଭା ମଞ୍ଚର ସଭାପତି ସମାଜସେବୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ଆଜିର ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ ।…

ଜିଲ୍ଲା କିନ୍ନର ସଂଘ ତରଫରୁ ଡାବୁଗାଁ ର ଗରିବ ଅସହାୟ ଙ୍କୁ ଶୀତବସ୍ତ୍ର ବଣ୍ଟନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୧/୨୪ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ତରଫରୁ ଆଜି ଡାବୁଗାଁ ସଦର ରେ ଥିବା ଅତି ଗରିବ ଓ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଯେଉଁ ଗରିବ ମାନଙ୍କ ନିଜସ୍ଵ ଘର ନାହିଁ ,ଖୋଲା ଆକାଶ ତଳେ ଶୀତ କାକର ରେ ରାତ୍ର ଶୋଉ ଛନ୍ତି…

ବାପା ସମ୍ମୁଖରେ ୫ ବର୍ଷ ର ଶିଶୁ କୁ ମୁଣ୍ଡରେ ପଥର ଛେଚି ବିଭତ୍ସ ହତ୍ୟା

ହତ୍ୟାପରେ ମୃତ ଶିଶୁ ର ହାତ ଗୋଡ କାଟି ଗାଁ ଦାଣ୍ଡରେ ବୁଲାଇଲେ ହତ୍ୟାକାରୀ ,ହତ୍ୟାକାରୀ ଗିରଫ ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ମେଣ୍ଡରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ୫ ବର୍ଷ ର ଶିଶୁ କୁ ବାପା ସମ୍ମୁଖରେ…

ବିଜେପି ର ଡାବୁଗାଁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ :ମନୋଜ ପାତ୍ର ହେଲେ ଡାବୁଗାଁ ମଣ୍ଡଳ କାର୍ଯ୍ୟକାରୀ ସଭାପତି

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ବିଜେପି ର ଡାବୁଗାଁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଡେଲ ସଭାପତି ଜେ ରାଜ ଶେଖର ରାଓ ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି…

ପୁଣି ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟମାର ଅଭିଯୋଗ

ରାୟଗଡା କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଥାନା ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ କଣ୍ଟାମାଲ ଗ୍ରାମ ଠାରେ ପୁନର୍ବାର ଯାତାୟାତ ଲୋକକୁ ମରଣାନ୍ତର ଆକ୍ରମଣ ସହ ଭୟଭୀତ କରି ଲୁଟମାର କରିଥିବା କାଶୀପୁର ଥାନାରେ ଅଭିଯୋଗ କରାଯାଇଛି । ରାୟଗଡା ଓ କଳାହାଣ୍ଡି ଜିଲ୍ଲାର…

ଚାରି ଜାଲି ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠି ଶିକ୍ଷା ବିଭାଗ ଅଧିନ ରେ ଥିବା ୪ ଜଣ ଜାଲିଆତି ଶିକ୍ଷକ ଚିହ୍ନଟ । ଏ ନେଇଁ ଦୁଇଜଣ ଶିକ୍ଷକଙ୍କ ବିରୁଦ୍ଧରେ କାଶୀପୁର ଥାନା ରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ହୋଇ ଥିବା ଜଣା ପଡିଛି। ଏହି କ୍ରମେ କାଶୀପୁର ବ୍ଲକ ଶିକ୍ଷା ବିଭାଗ…

ଫାଇନାଲରେ ପହଂଚିପାରିଲାନି ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ

ଗୁଜରାଟ ଜିଆଂଟ୍ସ, ଠାରୁ ୨୯-୨୭ ପଏଣ୍ଟରେ ହେଲା ପରାଜିତ ଚେନ୍ନାଇ କ୍ୱିକ ଗନ୍ସ ଓ ଗୁଜରାଟ ଜିଆଂଟ୍ସ ମଧ୍ୟରେ ଅଲ୍ଟିମେଟ ଖୋ ଖୋ ସିଜନ-୨ ଫାଇନାଲ କଟକ,୧୧ ଜାନୁଆରୀ ୨୦୨୪: କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ୨ୟ ସେମି ଫାଇନାଲ…

ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

କଳାହାଣ୍ଡିରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ :ସରକାରୀ ମହିଳା ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟ ଗ୍ରାମ ରିସିଗାଁ ଠାରେ ଚାଲିଥିବା ସାତଦିନିଆ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ ହୋଇଯାଇଛି l ଆଜି ସପ୍ତମ ଦିବସରେ ଅଗ୍ନିସେବା ବିଭାଗ ର ଏକ ସ୍ୱତନ୍ତ୍ର ଦଳ…

ସୂଚନା , ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା କଳାହାଣ୍ଡିରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ ::- ଜିଲ୍ଲା ପରିଷଦଙ୍କ ସମ୍ମିଳନୀ କକ୍ଷରେ ଓଡିଶାର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ଜିଲ୍ଲାସ୍ତରୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ…