ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ: ସମ୍ମାନିତ ହେଲେ ଯୁବ ଭୋଟର ।

ରାୟଗଡା:ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ଗୁରୁବାର ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ…

ଭବାନୀପାଟଣା ଠାରେ 14 ତମ ଜାତୀୟ ମତଦାତା ଦିବସ ପାଳିତ

ଭବାନୀପାଟଣା (ଶାସକ ପ୍ରଶାସକ )ତା: 25.01.2024:- “ ଭୋଟ ଦେବାର ଅନୁଭୂତି ଅତୁଳନୀୟ ; 2024 ନିର୍ବାଚନରେ ମୁଁ ଭୋଟ ଦେବି ନିଶ୍ଚୟ ” ଏହି ସନ୍ଦେଶ ଓ ସଚେତନତା ବାର୍ତ୍ତା ଦେଇ ଆଜି ସହର ପରିକ୍ରମା କରିଥିଲେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ସରକାରୀ ଅଧିକାରୀ , ସ୍ଵେଚ୍ଛାସେବୀ ଅନୁଷ୍ଠାନର…

ଜାତୀୟ ମତଦାତା ଦିବସ ପାଳିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ l :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ, ପଦ୍ମପୁର ପରିସରରେ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ଏହି କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ମଧୁମିତା ପଧାନ ଓ…

ଜଗତସିଂହପୁର ରେ 15 ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

 ଜଗତସିଂହପୁର, ତା-୨୫/୦୧/୨୦୨୪ ରିଖ ସୁମନ୍ତ କୁମାର ଦାସ: ଜିଲ୍ଲା ପରିଷଦ ର ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ବାଲିକୁଦା -ଏରସମା ଶ୍ରୀ ରଘୁନନ୍ଦନ ଦାସ ଙ୍କ ଅଧ୍ୟକ୍ଷତାରେ 15 ତମ ଜିଲ୍ଲା ସ୍ତରୀୟ ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା…

କୃଷି ଯନ୍ତ୍ରପାତି ବିତରଣ ସହ ଟ୍ରେନିଙ୍ଗ ପ୍ରୋଗ୍ରାମ ଆରମ୍ଭ

 ଜଗତସିଂହପୁର,ତା-୨୫/୦୧/୨୦୨୪/ସୁମନ୍ତକୁମାରଦାସ: ସ୍ଥାନୀୟ ମାରେଡା ଗ୍ରାମ, ବ୍ଲକ ନାଉଗାଁ, ଜଗତସିଂହପୁର ଜିଲାରେ, ଏକ କୃଷି ଯନ୍ତ୍ରପାତି ବିତରଣ ଉତ୍ସବ ଓ ଟ୍ରେନିଙ୍ଗ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରୁ ଆସିଥିବା…

ଦେବଦର୍ହା ଗୋଷ୍ଠୀ ସଂଘର୍ଷ ରେ ଜଣେ ମୃତ, ଜଣେ ଗୁରୁତର

 ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଜଗଦଳପୁର ପୋଲିସ ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଉପଖଣ୍ତ ଜଗଦଲପୁର ଥାନା ଅଧିନସ୍ଥ ଦେବଦର୍ହା ଠାରେ ଗତ ୨୩ ତାରିଖରେ ଛତିଶଗଡ ଗୁହିରାପାଲି ଓ ଗସ୍ତିଡିହି(ଚଙ୍ଗରିଆ)ର କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୁହିରାପାଲିର…

୧୪ ତମ ରାଷ୍ଟ୍ରୀୟ ଭୋଟର ଦିବସରେ ବିଜେପି ଯୁବମୋର୍ଚ୍ଚା ତରଫରୁ “ନମୋ ନବ ମତଦାତା ସମ୍ମିଳନୀ”

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୫/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟାଡିୟମ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ୧୪ ତମ ରାଷ୍ଟ୍ରୀୟ ଭୋଟ ର ଦିବସ ଅବସରରେ ନମୋ ନୂତନ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ର…

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ ବିଭିନ୍ନ ପାଣି ପଞ୍ଚାୟତର ଚାଷୀ ଓ କର୍ମକର୍ତ୍ତା…

ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ଗୁଣପୁର ପକ୍ଷରୁ କଳା ଫିତା ପିନ୍ଧି ଆନ୍ଦୋଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପଦୋନ୍ନତି, ଦରମା ବୃଦ୍ଧି ଆଦି ଦାବୀ ନେଇ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ଗୁଣପୁର ପକ୍ଷରୁ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପର ଭାଇଜର, ଏ. ଆର୍.ଆଇ ମାନେ ତହସିଲଦାର ଗୁଣପୁରଙ୍କୁ ଆନ୍ଦୋଳନ ସମ୍ପର୍କରେ ଅବଗତ କରି ଆଜି ଠାରୁ କଳା ଫିତା…

ଜିଲ୍ଲାସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ପାଳିତ : ମତଦାନର ନାହିଁ ବିକଳ୍ପ , ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ପାରଳାଖେମୁଣ୍ଡି ପେଲେସ ରାଜଦାଣ୍ଡ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜାତୀୟ ଭୋଟର ଦିବସରେ…