ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାରୁ ଆରମ୍ଭ ହେଲା ଆଦିବାସୀ ମେଳା-2024
https://youtu.be/Jvl5k-AIbew
ଚଳିତ ବର୍ଷ ମେଳାରେ 109 ଟି ଷ୍ଟଲ୍, ମୁଖ୍ୟ ଆକର୍ଷଣ ଆଦିବାସୀ ଗାଁ ଓ ହାଟ
ଭୁବନେଶ୍ବର: ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା-2024 । ଚଳିତ ବର୍ଷ ୟୁନିଟ-1 ସ୍ଥିତ ଆଦିବାସୀ ପଡିଆରେ ଏହି…