ଏଇ ଆମରି ଗାଁ ୨୬ରେ : ସମ୍ବର୍ଦ୍ଧିତ ହେବେ ଚାରି ପ୍ରତିଭା
ଶୈଳଭାମାଙ୍କୁ ସଂସ୍କୃତି, ନୃପେଶଙ୍କୁ ସମାଜସେବା , ଶିବାଶିଷଙ୍କୁ ଶିଳ୍ପ ଓ ଅସୀମାଙ୍କୁ ସାହିତ୍ୟ ସମ୍ମାନ
ଭୁବନେଶ୍ବର,୨୩/୨: ‘ସମାଜ ଓ ସଂସ୍କୃତି’ ପକ୍ଷରୁ ଗାଁ ଜୀବନ ଓ ଗାଁ ପରିବେଶକୁ ନେଇ ଏକ ନିଆରା ସଙ୍ଗୀତ କାର୍ଯ୍ୟକ୍ରମ ‘ଏଇ ଆମରି ଗାଁ’ ଆସନ୍ତା ୨୬ ତାରିଖ ସନ୍ଧ୍ୟା ୬ଟାରେ ଜୟଦେବ…