ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’
‘ଆମ ବ୍ୟାଙ୍କ’ ସଂଖ୍ୟା ୨,୭୫୦ ରେ ପହଞ୍ଚିଲା
ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍ଗିଙ୍ଗ ସେବା ଯୋଗାଇଦେବା କ୍ଷେତ୍ରରେ ଜାତୀୟ ସ୍ତରରେ ଉଦାହରଣ ହୋଇଛି ‘ଆମ ବ୍ୟାଙ୍କ’
ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନ ହୁଅନ୍ତୁ, ଏଥି ପାଇଁ ଖୋଲା ଯାଉଛି ‘ଆମ…