ବେଲଗୁଣ୍ଠା ବ୍ଳକ୍ ରେ ଯୁଗ୍ମ ଅଭିଯୋଗ ଶୁଣାଣି

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସକାଳ ଏଗାର ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଲକ୍ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନଏସିରୁ ଆସିଥିବା 64 ଜଣ ନିଜର ଅଭିଯୋଗ ପତ୍ର ଦାଖଲ…

ଗାଇସିଲାଟରେ ବରଗଡ ଜିଲ୍ଲାପାଳ ଓ ଏସ.ପି. ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ କାର୍ଯ୍ୟାଳୟ ଠାରେ ବରଗଡ ଜିଲ୍ଲାପାଳ ପୁୟୁସ ଗୋୟଲ ଓ ଏସ.ପି ପ୍ରହଲ୍ଲାଦ ସହାୟ ମିନା ଆଜି ଜନ ସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି । ଏଥିରେ ମୋଟରେ ୫୩ଟି ବ୍ୟକ୍ତିଗତ.ଓ ୧୨ଟି ଗୋଷ୍ଠିଗତ ମୋଟରେ ୬୫ ଟି ଅଭିଯୋଗ ପଂଜିକୃତ ହୋଇଥିଲା । ଏ ମଧ୍ୟରେ ୬ଟି ଗ୍ରାମ…

ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

ପଦ୍ମପୁର :- ବରଗଡ ଜିଲ୍ଲା ଦିପ୍ତୀପୁର ଖ୍ରୀଷ୍ଟିୟ ଉଦଯୋଗ ସମିତି ଦ୍ବାରା ଆୟୋଜିତ ପାଶ୍ଚାତ୍ୟ ଉତ୍କଳ ଖ୍ରୀଷ୍ଟିୟ ଉଦଯୋଗ ସମିତି ସମ୍ମିଳନୀ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି।ଏହି ଅବସରରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର ଖ୍ରୀଷ୍ଟିୟ ଧର୍ମର ସଦସ୍ୟସଦସ୍ୟା…

ନିର୍ବାଚନ ସୁପରିଚାଳନା ନିମନ୍ତେ ଜଗତସିଂହପୁର ସେକ୍ଟର ଅଫିସର ଓ ପୋଲିସ ସେକ୍ଟର ଅଫିସର ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଜଗତସିଂହପୁର:ଆଗାମୀ ସାଧାରଣ ନିର୍ବାଚନ 2024 କୁ ଅବାଧ, ସ୍ଵଚ୍ଛ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ଏହାର ସୁପରିଚାଳନା ନିମନ୍ତେ ଜିଲ୍ଲା ର ସେକ୍ଟର ଅଫିସର ଓ ପୋଲିସ ସେକ୍ଟର ଅଫିସର ମାନଙ୍କ ର ଦିନିକିଆ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ…

କୃଷି କ୍ଷେତ୍ରରେ ଉନ୍ନତ ଯନ୍ତ୍ରପାତି ବ୍ୟବହାର କୁ ଗୁରୁତ୍ଵ: ଅଚ୍ୟୁତଦାସପୁରରେ କୃଷକ ମେଳା,କୃଷି ଯନ୍ତ୍ରପାତିର…

ଜଗତସିଂହପୁର: ଉନ୍ନତ କୃଷି ଯନ୍ତ୍ରପାତିର ଦିଗରେ ତଥା ବହୁଳ ବ୍ୟବହାର ଲାଗି କୃଷି ଯନ୍ତ୍ରପାତି ର ପଦର୍ଶନ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଜପା ପଞ୍ଚାୟତର ଅଚ୍ୟୁତଦାସପୁର ଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ତରଫରୁ ଓଡିଶା କୃଷି ଓ ବୈଷୟିକ…

କୁଜଙ୍ଗ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୧୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୁଜଙ୍ଗ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି,ଭା. ପ୍ର .ସେ.…

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ରାୟଗଡ/୧୧-୦୩-୨୦୨୪ : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ହରିଶ ବି.…

ଜିଲ୍ଲା ଶାଖା ରେଡକ୍ରସ ସୋସାଇଟି ପକ୍ଷରୁ ଅନ୍ତେବାସୀଙ୍କୁ କମଳ ବଣ୍ଟନ

ନବରଙ୍ଗପୁର/ଅଶୋକ ସାହୁ,ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ଶାଖା ରେଡକ୍ରସ ସୋସାଇଟି ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ରେଡକ୍ରସ ଡଃ କମଳ ଲୋଚନ ମିଶ୍ରଙ୍କ କରକମଳରେ ସିନ୍ଧିଗୁଡା ସ୍ଥିତ ଉତ୍କଳ ବାଳାଶ୍ରମ ଅନ୍ତେବାସୀ,ନବରଙ୍ଗପୁର ସ୍ଥିତ ଆଶାକିରଣ ଏବଂ ପଡାଲଗୁଡା ସ୍ଥିତ…

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ -୨୦୨୪ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ -୨୦୨୪ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ…

୪୬ ଲକ୍ଷ ଚାଷୀଙ୍କୁ ୯୩୩ କୋଟିରୁ ଅଧିକ ଟଙ୍କାର କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସବୁ ଜିଲ୍ଲାରେ କାଳିଆ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ବୈଷୟିକ ସହାୟତା ପ୍ରଦାନ କରିବ କାଳିଆ ଯୋଜନାର ଅବଧି ଆଉ ୩ ବର୍ଷ ପାଇଁ ବୃଦ୍ଧି ହେଲା,ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୦୩୦ କୋଟି ଟଙ୍କା – ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାର…