“କୋଟିଆରେ ଆନ୍ଧ୍ର ଲଗାଇଲା ବିଦ୍ୟୁତ ମିଟର: ଓଡ଼ିଶା ସରକାରଙ୍କ ନୀରବତା ଦୁର୍ଭାଗ୍ୟଜନକ”

ଭୁବନେଶ୍ୱର: କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । କେତେବେଳେ ସ୍ୱାସ୍ଥ୍ୟ ଶିବିର କରୁଛି, କେତେବେଳେ କଲ୍ୟାଣମୂଳକ ଯୋଜନାରେ ଚାଉଳ, ଭତ୍ତା ବାଂଟୁଛି , ଆଉ କେତେବେଳେ ବିଦ୍ୟୁତ ପ୍ରକଳ୍ପ କରି କୋଟିଆବାସୀଙ୍କୁ ନିଜ ଆଡ଼କୁ ଆକର୍ଷିତ…

ହୋଲିରେ ଅଘଟଣ : ରାସ୍ତାକଡରେ ଥିବା ଗଛରେ ବାଇକକୁ ପିଟି ଜୀବନ ହରାଇଲେ ୨ଜଣ

ଭବାନୀପାଟଣା( ଶାସକ ପ୍ରଶାସକ ) ହୋଲିରେ ଅଘଟଣ ଘଟିଛି ଭାରଶାମ୍ୟ ହରାଇ ରାସ୍ତାକଡରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି | ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତଗର୍ତ ପଲମ ଫାଣ୍ଡି ଅଧୀନ ଆଲିମ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ…

ରଙ୍ଗର ପର୍ବ “ହୋଲି” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ "ହୋଲି" ଧୂମଧାମରେ ପାଳିତ ହୋଇ ଯାଇଛି। ଏହି ରଙ୍ଗର ପର୍ବ ହୋଲି ଖେଳ ପାଳନ ବେଳେ ପାଣି ରଙ୍ଗ ଓ ରସାୟନିକ ରାଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେଇ ସମସ୍ତେ…

ପଞ୍ଚମ ଦିନରେ “ଦୋଳ ଉତ୍ସବ”

https://youtu.be/Z6W8z-sYVZ4 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଚାଲିଥିବା ଦୋଳତ୍ସବ ପଞ୍ଚମ ଦିନରେ ଅର୍ଥାତ ଦୋଳ ପୂର୍ଣ୍ଣିମା…

ହରିଶଙ୍କରଠାରେ ବିଶ୍ଵ ଜଙ୍ଗଲ ଦିବସ ପାଳିତ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )- ଖପ୍ରଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ବିଶ୍ଵ ଜଙ୍ଗଲ ଦିବସ ବନବିଭାଗ ସଭାଗୃହଠାରେ ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ହରିଶଙ୍କର…

ଖଲ୍ଲିକୋଟ ବ୍ଳକ୍ କଂଗ୍ରେସର ସାଙ୍ଗଠନିକ ବୈଠକ।

ଖଲ୍ଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ: ସାବୁଳିଆ ଶ୍ରୀ ଦକ୍ଷିଣେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଖଲ୍ଲିକୋଟ ବ୍ଳକ୍ କଂଗ୍ରେସ ତରଫରୁ ପ୍ରାକ୍ତନ ବ୍ଳକ୍ ସଭାପତି ଶ୍ରୀ ମେଘନାଦ ଦଳାଇ ଙ୍କ ଆବାହକତ୍ବରେ ଖଲ୍ଲିକୋଟ ବ୍ଳକ୍ କଂଗ୍ରେସର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ…

ଶଙ୍ଖ ଫୁଙ୍କି ଫୁଙ୍କି ହାଲିଆ ପୂର୍ଣ୍ଣ ଧଇଲେ ପଦ୍ମ

ବିଜେଡି ପରିତ୍ୟାଗ କରି ବିଜେପିରେ ହେଲେ ସାମିଲ ଖଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ  ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିରେ ଯୋଗଦାନ କରୁଛନ୍ତି  ରାଜ୍ୟର ସାମୁହିକ ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ…

ଝାରପୋଖରିଆ ପୋଲିସର ଫ୍ଲାଗ ମାର୍ଚ୍ଚ

 ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ (ଶାସକ ପ୍ରଶାସକ:) ଆଗାମୀ ସାଧାରଣ ନିର୍ବାଚନରେ ଅବାଧ ଓ ଶାନ୍ତିପୂର୍ଣ ଭାବେ ମତଦାନ ପରିପ୍ରେକ୍ଷୀରେ ଝାରପୋଖରିଆ ଥାନା ତରଫରୁ ମିଳିତ ଫ୍ଲାଗ ମାର୍ଚ୍ଚ ହୋଇଯାଇଛି । ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝରପୋଖରିଆ ଥାନା ଅଧିକାରୀ ଶ୍ରୀ…

ଗୁଣପୁର ଠାରେ ସ୍ବାମୀ ଆୟ୍ୟାପା ଭଗବାନଙ୍କ ଜନ୍ମ ଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆୟାପାସ୍ଵାମୀ ଙ୍କ ଜନ୍ମ ଦିବସ ଅବସରରେ ଗୁଣୁପୁର ଆୟାପା ମନ୍ଦିରରେ ଶ୍ରୀ ଆୟାପାସ୍ଵାମୀ ଙ୍କୁ ଆଜି ପ୍ରଭାତରେ ରୁପାହାଣ୍ଡିରେ ପଞ୍ଚାମୃତ ,ଜଳ ଆଦି ନେଇ ସ୍ନାନ , ଅଭିଷେକ କରାଯାଇ ଠାକୁରଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜା ଯାଇଥିଲା । ଆୟାପା ଭକ୍ତଙ୍କ…

“୨୦୨୪ ରୁ ୨୦୩୪ ଓଡିଶାର ଯୁବକଙ୍କ ପାଇଁ ସୁବର୍ଣ୍ଣ ସମୟ”

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭୦୦୦ ହାଇସ୍କୁଲକୁ ୫-ଟି ହାଇସ୍କୁଲରେ ରୂପାନ୍ତରିତ କରାଯାଇଛି ।ସେହିଭଳି ଅଧିକାଂଶ କଲେଜର ରୂପାନ୍ତରଣ ମଧ୍ୟ ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଏବଂ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଠିନ ପରିଶ୍ରମରେ ଏହା ସଫଳ…