କୁରାଳ ମାତୃଭୂମି ପକ୍ଷରୁ ୨ଶହ ତାଳ ବିହନ ରୋପଣ,
ଓଡ଼ଗାଁ, ୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ମାତୃଭୂମି ସଂଗଠନ ପକ୍ଷରୁ ଚଳିତ ବର୍ଷ ୨ଶହ ତାଳ ବିହନ (ଖୁକୁଣ୍ଡି) ରୋପଣ କରାଯାଇଛି। ସଂଗଠନର ସଦସ୍ୟ ରାମକୃଷ୍ଣ ସାହୁ, ରାଜକିଶୋର ନାୟକ ଓ ଶାନ୍ତନୁ ବିଶୋଇଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ!-->…