ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର, ଗାଧୋଇବାକୁ ଯାଇ ଫେରି ନଥିଲେ
ବେଲଗୁଣ୍ଠା , ୨/୧୦: -(ଶିବରାମ ଚୌଧୁରୀ )-ଗୁରୁବାର ସଂଧ୍ୟାରେ ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶବ ଶୁକ୍ରବାର ସକାଳେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଜଡ଼ାପଲ୍ଲୀ ଗ୍ରାମର ବିପ୍ର ମଳିକ (୫୮) ବୋଲି!-->!-->!-->…