ଆଇସକ୍ରିମ ଫ୍ୟାକ୍ଟ୍ରିର କମ୍ପ୍ରେସର ଫାଟି ମାଲିକ ସହିତ ୨ ଗୁରୁତର
ଓଡଗାଁ ୧୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନା ମୁହିଁ ଚଣ୍ଡୀସାହି ଆଇସକ୍ରିମ ଫ୍ୟାକ୍ଟ୍ରି କମ୍ପ୍ରେସର ଫାଟି ଯିବାରୁ ମାଲିକ ସହିତ ୨ ଜଣ ଗୁରୁତର ହୋଇପଡ଼ିଥିଲା ବେଳେ ଅନ୍ୟ ଜଣେ ଆହତ ହୋଇଛି । ସେମାନେ ହେଲେ ମାଲିକ ଜନାର୍ଦ୍ଦନ ସାହୁ(୬୪), ଟୁନା ସାହୁ ସାହୁ…