ସୁରକ୍ଷିତ ଜୀବନଶୈଳୀ ପ୍ରଦର୍ଶନୀ

ଗାଇସିଲେଟ / ମନ ଡନସନା :- ସୁସ୍ଥ ଜୀବନ ଓ ସୁରକ୍ଷିତ ପରିବେଶ ପାଇଁ ଆମ ଜୀବନଶୈଳୀ ଉପରେ ଆଧାରିତ ଏକ ବ୍ଳକ ସ୍ତରୀୟ ପ୍ରଦର୍ଶନୀ ଗାଇସିଲେଟ ବ୍ଳକ ର ସରକାରୀ ନୋଡାଲ ହାଇସ୍କୁଲ ଶରଧାପାଲି ଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି। ଏହାର ଉଦଘାଟନ ସମାରୋହ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକିଲ…

୨୦୨୦-୨୦୨୧ ବର୍ଷ ର MLA LAD ର ଅନୁଦାନ ଅର୍ଥ ସୁବିନିଯୋଗ ହୋଇ ନାହିଁ ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) ଖଲିକୋଟ:, ସ୍ଥାନୀୟ ଖଲ୍ଲିକୋଟ ମା ଵାହୁତୀ ଠାକୁରାଣୀ ମନ୍ଦିର ର ଉନ୍ନତି କରଣ ପାଇଁ ତଥା ପୁନଃ ଉଦ୍ଧାର ନିମନ୍ତେ, ଏମ୍ ଏଲ୍ ,ଏ ଅନୁଦାନ ପାଣ୍ଠିରୁ,ଟ୧,୫୦,୦୦୦ (ଏକଲକ୍ଷପଚାଶ ହଜାର ଟଙ୍କା) ମଞ୍ଜୁର ହୋଇ ଥିଲା। ଖବର ନେବାରୁ ଜଣାପଡିଛି…

ଆମେରିକାର ପ୍ରତିରକ୍ଷା ବଜାରରେ ପ୍ରବେଶ ସହିତ ବିଶ୍ୱ ମାନଚିତ୍ରରେ ଓଡିଶାକୁ ସ୍ଥାନିତ କରିଛି ବନ୍‌ଭି ଏରୋ

କମ୍ପାନୀ ଚଳିତ ବର୍ଷ ମେ’ ମାସରେ ୟୁଏସ୍‌ରେ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିବ- ଭୁବନେଶ୍ୱର-ସ୍ଥିତ ଡିପ୍‌-ଟେକ ଷ୍ଟାର୍ଟଅପ ପାଇଁ ଏହା ଏକ ଗର୍ବର ମୁହୂର୍ତ ଭୁବନେଶ୍ୱର:  ଭୁବନେଶ୍ୱରର ଏକ ଘରୋଇ ଡିପ-ଟେକ ଷ୍ଟାର୍ଟଅପ, ବନ୍‌ଭି ଏରୋକୁ ପ୍ରତିଷ୍ଠିତ ୟୁଏସ ପ୍ରତିରକ୍ଷା ଓ ଏରିଏଲ ମୋବିଲିଟି…

ପକ୍ଷୀ ବସା ତିଆରି କର୍ମଶାଳା

ଓଡ଼ଗାଁ ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୁଲ୍ୟରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ବିଦ୍ୟାଳୟରେ ମଙ୍ଗଳବାର ପକ୍ଷୀ ବସା ବନାଇବା କର୍ମଶାଳା…

ଜାତୀୟ ସ୍କ୍ବୋଏ ଚମ୍ପିୟାନ ସିପ କ୍ରିଡା ପ୍ରତିଯୋଗିତା, ବର୍ଷା ଏବଂ ମିନତୀଙ୍କ ବ୍ରୋଞ୍ଚ ପଦକ ହାସଲ

ଓଡ଼ଗାଁ ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଗୁପ୍ତମଠ ସାହିର ବର୍ଷା ଏବଂ ନନ୍ଦିଘୋରର ପଞ୍ଚାୟତ ନନ୍ଦିଘୋର ଗ୍ରାମର ମିନତୀ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ୨୫ ତମ ସ୍କୋଏ ସିନିୟର୍ ଜାତୀୟ ଚମ୍ପିୟାନ ସିପ୍ ପ୍ରତିଯୋଗିତା ୨୦୨୫ରେ ଅଂଶଗ୍ରହଣ କରି ବ୍ରୋଞ୍ଚ…

କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବନ କରିବା ସହ ସେମାନଙ୍କ ଉପରେ ଆକ୍ରମଣ କରିବା ଘଟଣା ସଂସଦୀୟ ଗଣତାନ୍ତ୍ରିକ…

ଭୁବନେଶ୍ୱର, ୨୬ା୦୩ : ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡ଼ିଛି । ଚୋରି, ତସ୍କରୀ, ରାହାଜାନି, ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ନାରୀ ଓ ଶିଶୁ ନିର୍ଯାତନା ଓ ହତ୍ୟା ପ୍ରତିଦିନ ଗଣମାଧ୍ୟମର ଶିରୋନାମ ପାଲଟୁଛି । ଏଭଳି ଅବସ୍ଥାରେ ବିଧାନସଭାରେ ବିରୋଧି କଂଗ୍ରେସ ଦଳର…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ

  26 ମାର୍ଚ୍ଚ ୨୦୨୫ "ରାଜ୍ୟ ସରକାରଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଗୃହ ବିଭାଗ । ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ସମାଜରେ ସୁରକ୍ଷିତ ବାତାବରଣ ପ୍ରଦାନରେ ଗୃହ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆଜି ସେହି ବିଭାଗର…

ଅପାରଗତା ଲୁଚାଇବାକୁ ଅସହିଷ୍ଣୁ ବିଜେପି ସରକାର: ବିଜେଡି

 ବିଧାନସଭାରେ ମନ୍ତ୍ରୀ ଅସଭ୍ୟ ଭାଷାରେ ଆକ୍ରମଣ ପାଇଁ ଉସୁକାଉଛନ୍ତି  ଆଇନମନ୍ତ୍ରୀ ଆଇନଶୃଙ୍ଖଳାର ପାଠ ପଢାନ୍ତୁ ନାହିଁ  ବିଧାୟକଙ୍କ ସୁରକ୍ଷା ଯେଉଁଠି ବିପନ୍ନ, ସାଧାରଣ ଲୋକଙ୍କ କଥା ବୁଝିବ କିଏ ଭୁବନେଶ୍ୱର, ୨୬/୦୩/୨୦୨୫: ରାଜ୍ୟ ସରକାରଙ୍କ ଅପାରଗତା ଲାଗି ରାଜ୍ୟ…

ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି: ବିଜେଡି

 ସାଧାରଣ ପ୍ରଶାସନ ବିଭାଗ ପାଇଁ ପ୍ରାବଧାନ ଅର୍ଥରୁ ମାତ୍ର ୨୩. ୦୭ ପ୍ରତିଶତ ଖର୍ଚ୍ଚ  ରାଜ୍ୟରେ ମାତ୍ର ପାଞ୍ଚ ପ୍ରତିଶତ ମହିଳାଙ୍କୁ ନ୍ୟାୟ ମିଳୁଛି  ପ୍ରଶାସନ ଓ ସରକାରଙ୍କ ଭିତରେ ସାମଞ୍ଜସ୍ୟ ନାହିଁ ଭୁବନେଶ୍ୱର, ୨୬/୦୩/୨୦୨୫:ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା…

ରିଫାଇନ୍ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ ଉପରେ କଠୋର ଆଇନ ଆବଶ୍ୟକ: – ନବୀନ ଜିନ୍ଦଲ

ରିଫାଇନ୍ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ ଯୋଗୁଁ ହେଉଥିବା ସ୍ବାସ୍ଥ୍ୟ ସମସ୍ଯାକୁ ନେଇ ସଂସଦରେ ଉଦବେଗ ପ୍ରକାଶ କଲେ ଶ୍ରୀ ନବୀନ ଜିନ୍ଦଲ ମାର୍ଚ୍ଚ ୨୬, ନୂଆଦିଲ୍ଲୀ: ମାନ୍ୟବର ସାଂସଦ ଶ୍ରୀ ନବୀନ ଜିନ୍ଦଲ ଆଜି ସଂସଦରେ ରିଫାଇନ୍ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ…