କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ଲାଗିବ ୧ ଲକ୍ଷରୁ ଅଧିକ ଗଛ

ଭୁବନେଶ୍ୱର, ୧୪/୦୬/୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ବିଶ୍ୱ ପରିବେଶ ଦିବସ ୨୦୨୫ ଅବସରରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ "ମୋ ଗଛ ମୋ ପରିବାର" ନାମକ ଏକ ମେଗା ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଦୁଇ ଜିଲ୍ଲାରେ ୧,୦୦,୦୦୦ରୁ…

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ରୟ କନ୍ନଡ ଗୀତ ‘ଆଇ ଲଭ୍ ୟୁ ଆପ୍ପା’ରୁ ପ୍ରେରଣା ଲାଭକରି ଏହି ପ୍ରଚାର…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ନୂତନ ସାଟେଲାଇଟ୍ ହସ୍ପିଟାଲକୁ ସମର୍ଥନ କରିବା ସହିତ ସାମ୍ପ୍ରଦାଇକ…

ଝାରସୁଗୁଡା, ଓଡିଶା, ଜୁନ୍ ୧୩, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (ଡିଏଚଏଚ)ର ବ୍ୟାପକ ନବୀକରଣକୁ ସମର୍ଥନ କରିଛି, ଯାହାକୁ ଚଳିତ ସପ୍ତାହରେ ଅନେକ ଜନପ୍ରତିନିଧି ଏବଂ ସମ୍ପ୍ରଦାୟ ସଦସ୍ୟମାନଙ୍କ…

ଉତ୍କଳ ଆଲୁମିନା ପକ୍ଷରୁ ବହୁ ସୁବିଧା ବିଶିଷ୍ଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

 ରାୟଗଡା ରୁ ବୈକୁଣ୍ଠ ଦୁରିଆ ; ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପ ତରଫରୁ ବହୁ ସୁବିଧା ବିଶିଷ୍ଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଆଲୁମିନା ବାଫଲିମାଳି ଖଣି ପରିସର ଠାରୁ 7 କିମି…

“ସରକାର ନଦୀ ସଂକ୍ରାନ୍ତରେ ଏକ ଶ୍ୱେତ ପତ୍ର ସହିତ ନଦୀ ନୀତି ଆଣନ୍ତୁ |”

ନଦୀଗୁଡିକର ସ୍ୱାସ୍ଥ୍ୟ ଠିକ ନରହିଲେ ଓଡ଼ିଶାର ସ୍ୱାସ୍ଥ୍ୟ ଠିକ ରହିବ ନାହିଁ - ରାଜେନ୍ଦ୍ର ସିଂ ଜଳ ମାନବ ଡ଼ଃ. ରାଜେନ୍ଦ୍ର ସିଂ ଭୁବନେଶ୍ୱର:ମହାନଦୀ ବଞ୍ଚାଓ ଆନ୍ଦୋଳନ ଓ ଓଡିଶା ନଦୀ ସୁରକ୍ଷା ସମିତି ତରଫରୁ ଆଜି ଭୁବନେଶ୍ୱରଠାରେ ଓଡିଶା ନଦୀ ସୁରକ୍ଷା ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି…

ଅଶୋକ ଙ୍କ ଛତ୍ର ଛାୟାରେ ରେଡ୍ଡୀ ଙ୍କ ଜିମ୍ନାଷ୍ଟିକ୍ ସାମ୍ରାଜ୍ୟ ।

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଦ୍ଵାରା ଓଡିଶାରେ ନିର୍ମିତ ୪ ଟି ଜିମ୍ନାଷ୍ଟିକ୍ ସେଣ୍ଟର୍। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ରେ ଜିମ୍ନାଷ୍ଟିକ୍ ଉଚ୍ଚ କ୍ଷମତା ସମ୍ପନ୍ନ କେନ୍ଦ୍ର ଚାଲିଥିଲାବେଳେ ପୁରୀ, ରାଉରକେଲା ଓ ଜୟପୁରରେ ରହିଛି ତୃଣମୂଳ ଜିମ୍ନାଷ୍ଟିକ୍ ପ୍ରଶିକ୍ଷଣ କେନ୍ଦ୍ର। ଏହି ସବୁ…

ବୋଲଗଡ଼, ବେଗୁନିଆ ଓ ଟାଙ୍ଗିରେ ବିକାଶ ରଥକୁ ଉଦଘାଟନ କଲେ ଭୁବନେଶ୍ବର ସାଂସଦ

ବେଗୁନିଆ ବିଧାୟକଙ୍କ ଅନୁପସ୍ଥିତକୁ ସାଂସଦ କହିଲେ ଜନ ବିରୋଧୀ ଏବଂ ବିକାଶ ବିରୋଧୀ ମେଗା ପ୍ରକଳ୍ପ ଦ୍ବାରା ଜଳସେଚିତ ହେବ ବୋଲଗଡ଼-ବେଗୁନିଆର 7770 ହେକ୍ଟର ଜମି, ସାଂସଦଙ୍କ ଡ୍ରିମ୍‌ ପ୍ରୋଜେକ୍ଟର ଟେଣ୍ଡର ଫାଇନାଲ ବୋଲଗଡ଼: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସସରରେ…

କୁମ୍ଭିକୋଟା , କୁଟୁଳି ଓ ନାକିଟିରେ ବୁଲିଲା ବିକାଶ ବାହନ

ରାୟଗଡ ତା ୧୩-୬-୨୦୨୫: ରାୟଗଡ ବ୍ଳକର କୁମ୍ଭିକୋଟା , କୁଟୁଳି ଓ ନାକିଟି ଗ୍ରାମ ପଞ୍ଚାୟତ ରେ ଶୁକ୍ରବାର ବିକାଶ ବାହନ ଜନ ସଚେତନତା ସୃଷ୍ଟି ନିମନ୍ତେ ପ୍ରଚାର ଓ ପ୍ରସାର କରିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁ ଚରଣ ନାୟକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ…

ମୁଖ୍ୟ ରାସ୍ତାର ପେଚିଂ କାର୍ଯ୍ୟକୁ ବିରୋଧକରି କାର୍ଯ୍ୟବନ୍ଦ କଲେ ଅଞ୍ଚଳ ବାସି ।।।।

ସାରସକଣା ୧୩/୬/୨୫ ଶାସକ: ପ୍ରଶାସକ ,,,,,ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଝାରପୋଖରୀଆ ଵଜାର ଠାରୁ ସାରସକଣା ବ୍ଳକ୍ ଦେଇ ଯାଇଥିବା ସଂଖାଭଙ୍ଗା ର ମୁଖ୍ୟ ରାସ୍ତାଟି ଅନେକ ବର୍ଷ ହେବ ସମ୍ପୁର୍ଣ୍ଣ ରାସ୍ତାଟିର ମଝିରେ ମଝିରେ ବଡ଼ବଡ଼ ଗାତ ହୋଇ ନାହିଁ ନଥିବା ଅବସ୍ଥା ରେ ପଡି ରହି…

ଗୋପାଳପୁର -ସମ୍ବଲପୁର ରେଳପଥ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ ସଚେତନତା ରଥ ଭଞ୍ଜନଗର ରେ ପରିକ୍ରମା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } ଗୋପାଳପୁର-ରେଢାଖୋଲ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦାବି ନେଇ ଆଜି ୧୩ ତାରିଖ ୨୦୨୫ ଶୁକ୍ରବାର ଦକ୍ଷିଣ ଓଡିଶା ରେଳପଥ ଓ ସାମୁହିକ ଭିତ୍ତିଭୂମୀ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଞ୍ଜନଗର ଠାରେ ଜନସଚେତନତା ରଥ ପରିକ୍ରମା…