ବିକାଶ ମେଳାରେ ଫଟୋ ପ୍ରଦର୍ଶନୀ

ପୁରୀ ,୧୪/୬- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଶରଧାବାଲି ରେ ଆୟୋଜିତ ବିକାଶ ମେଳାରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ସହ ଫୁଡ ଷ୍ଟଲ ଲାଗିଛି। "ବର୍ଷ ଏକ ଉପଲବ୍ଧି ଅନେକ" ନାମରେ ଆୟୋଜିତ ଏହି ବିକାଶ ମେଳା ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ବିଭିନ୍ନ ବିଭାଗ ପକ୍ଷରୁ…

ବେଆଇନ ମାଙ୍କଡ଼ା ବୋଝେଇ ମିନି ଟ୍ରକ ଜବତ ଜଣେ ଗିରଫ

ଓଡ଼ଗାଁ,୧୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସ୍ କୋମଣ୍ଡ ଅଞ୍ଚଳରୁ ଏକ ବେଆଇନ ମାଙ୍କଡ଼ା ବୋଝେଇ ମିନି ଟ୍ରକ ଜବତ କରିବା ସହିତ ଚାଳକକୁ ଗିରଫ କରିଛନ୍ତି। ଗିରଫ ଜଣକ ରୋହିବାଙ୍କର ରବୀନ୍ଦ୍ର ସେଠୀ। ଓଡ଼ଗାଁ ପୋଲିସ ଶନିବାର ପାଟ୍ରୋଲିଙ୍ଗ କରୁଥିବା ବେଳେ ଓଡି ୨୫ଡି…

ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର , ସ୍ଥିତି ନିୟନ୍ତ୍ରଣାଧିନ: ସ୍ୱାସ୍ଥ୍ୟ ବିଭାଗ

FILE PHOTO ଭୁବନେଶ୍ୱର ତା-୧୬ .୦୬ .୨୦୨୫: ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ଆଜି ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିଶନ ସଂଖ୍ୟା ବହୁ ପରିମାଣରେ କମିଛି, ଏବଂ ନୂଆ ଅଂଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ । ଗତକାଲି ସୁଦ୍ଧା…

ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଜରୁରୀ ଚିକିତ୍ସା ସେବା

ଓଡ଼ଗାଁ,୧୪।୬(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନଧରି ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଜରୁରୀ ଚିକିତ୍ସା ସେବା । ବ୍ଳକ ସଦର ମହକୁମାରେ ଅବସ୍ଥିତ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ…

୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫ର ୭ମ ଦିନ: ବ୍ରଦର୍ଶ ଇଲେଭେନ, ସ୍କାଏ ଓ୍ବାକର୍ସ, ଓଡ଼ଗାଁ ସୁପର କିଙ୍ଗସ୍ ବିଜୟୀ,

ଓଡ଼ଗାଁ, ୧୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ଶନିବାର ୭ମ ଦିନରେ ୩ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବ୍ରଦର୍ଶ ଇଲେଭେନ, ସ୍କାଏ…

ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ନବରଙ୍ଗପୁର ତା ୧୪.୬.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଭିଜନ ୨୦୩୬ ଓ ୨୦୪୭ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ର ଲକ୍ଷ୍ୟ ନେଇ ଏଭଳି କର୍ମଶାଳା ସମସ୍ତ ଜିଲ୍ଲାରେ…

“ବର୍ଷ ଏକ ଉପଲବ୍ଧି ଅନେକ ” ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା -2025

ନବରଙ୍ଗପୁର,୧୪/୬/୨୦୨୫-ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ନବରଙ୍ଗପୁର ସହର ନୂତନ ମଣ୍ଡେଇ ପଡିଆ ଠାରେ ଜିଲ୍ଲାସ୍ତରୀୟ ବିକାଶମେଳା-୨୦୨୫ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ତଥା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ…

ମା ମଙ୍ଗଳା ମନ୍ଦିର ପରିଚାଳନା କମିଟି ଗଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ସଦର ନୂଆଗୁଡା ଠାରେ ଗତ ୨୯ ତାରିଖ ରେ ମା ମଙ୍ଗଳା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ମଇ ୨୯ ତାରିଖରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ମନ୍ଦିର ର ପ୍ରତିଷ୍ଠା…

ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ଉଦ୍‌ଯାପିତ ।

ଭବାନୀ ପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ତିନୋଟି ସ୍ଥାନରେ ଭାବନିପାଟଣା ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଧର୍ମଗଡ ଠାରେ ଆଜି ‘ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ’ "ରଜ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧର୍ମଗଡ, ସୁଧିର…

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ ନୂଆ ସରକାର ଙ୍କ ଦ୍ଵାରା କାର୍ଯ୍ୟକାରୀ ହେଇଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ ସ୍ରୁଷ୍ଟି କରିବା ନିମନ୍ତେ ରାଜ୍ୟ ବ୍ୟାପୀ ଜୁନ 12 ତାରିଖ ରୁ ଜୁନ 20 ତାରିଖ ପର୍ଯ୍ୟନ୍ତ ସାଧାରଣ ସଭା,…