Sign in
Sign in
Recover your password.
A password will be e-mailed to you.
ଦେଦର୍ହ ଗାଁ ରେ ଯୁବକ ଙ୍କୁ ହତ୍ୟା କାରଣ ଅସ୍ପଷ୍ଟ, ଦୁଇଜଣଙ୍କୁ ଗିରଫ କଲା ଖପ୍ରାଖୋଲ ପୋଲିସ
ଖପ୍ରାଖୋଲ ୧୫/୬(ହେମସାଗର ସାହୁ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଂଚାୟତ ଦେଦର୍ହ ଗାଁ ରେ ଶନିବାର ଦିନ ଜଣେ ଯୁବକ ଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି I ସୂଚନା ମୁତାବକ ଦେଦର୍ହ ଗାଁ ର ଅଜେୟ ପଧାନ (22) ଗାଁ ପୋଖରୀ କୁ ସାଙ୍ଗ ପ୍ରଦୀପ ମାଝୀ ସହିତ ଶୌଚ ହେବା ପାଇଁ…
ବିଶିଷ୍ଟ କଳାକାର, ପ୍ରଧାନ ଶିକ୍ଷକ ଗୋପାଳଙ୍କ ଦ୍ୱାଦଶାହ ତିଥିରେ ରକ୍ତ ଦାନ ଶିବିର,୩୫ ୟୁନିଟ ରକ୍ତ ସଂଗ୍ରହ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗୋବରା ପଞ୍ଚାୟତର ସରପଞ୍ଚ ସୁପ୍ରଭା ନାୟକଙ୍କ ସ୍ୱାମୀ ତଥା ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠର ପ୍ରଧାନଶିକ୍ଷକ ଏବଂ ଅଞ୍ଚଳର ଜଣାଶୁଣା କଳାକାର, ଗୋପାଳ କୃଷ୍ଣ ନାୟକଙ୍କ ଦ୍ୱାଦଶାହ ତିଥି ଅବସରରେ ଗୋବରା ଠାରେ ଗୋପାଳ ସ୍ମୃତି କମିଟି ଓ…
ଡାଇରିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କଲା ଗୃହ ଓ ନଗର ଉନ୍ନୟନ ବିଭାଗ
ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ଆରମ୍ଭ
FILE PHOTO
ଭୁବନେଶ୍ବର, ୧୫I୬ : ରାଜ୍ୟର ଅନେକ ଜିଲ୍ଲାରେ ଡାଇରିଆ ରୋଗ ବୃଦ୍ଧି ପାଉଥିବାରୁ ଗୃହନିର୍ମାଣ ଓ ନଗରଉନ୍ନୟନ (ଏଚ ଆଣ୍ଡ ୟୁଡି) ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଏବଂ ଜିଲ୍ଲାସ୍ତରୀୟ…
ଜିଲ୍ଲାସ୍ତରୀୟ ବିକାଶ ମେଳା , ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ଉଦଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା , ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାକୁ ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାର ଅବକାରୀ , ଆଇନ ଓ…
ଭାରତୀୟ ମଜଦୁର ସଂଘ ପୁରୀ ପକ୍ଷରୁ ରଜଉତ୍ସବ ପାଳିତ
ପୁରୀ, ୧୪/୬- ଭାରତୀୟ ମଜଦୁର ସଂଘ,ପୁରୀ ଜିଲ୍ଲା ଶାଖା ପକ୍ଷରୁ 'ରଜ ଉତ୍ସବ-୨୦୨୫' ବଡ଼ଦାଣ୍ଡ ଟାଉନ ଥାନା ନିକଟବର୍ତ୍ତୀ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଦୋଳି ଖେଳ ସହିତ ଅନୁଷ୍ଠାନ ର ମହିଳା ମାନଙ୍କୁ ନେଇ ମ୍ୟୁଜିକ୍ ଚେୟାର ଓ ରୁମାଲ୍ ଚୋରି…
ଜିଲ୍ଲା ସ୍ତରୀୟ ବିକାଶ ମେଳା ର ତୃତୀୟ ଦିବସ
ଜଗତସିଂହପୁର,ତା-୧୪.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ତରୀୟ ବିକାଶ ମେଳା ର ତୃତୀୟ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ମତ୍ସ୍ୟ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଥିଲା।…
ଶିଶୁ ଶ୍ରମିକ ବିରୋଧ ଦିବସ ପାଳନ
ଜଗତସିଂହପୁର,ତା-୧୪.୦୬.୨୦୨୫/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଅନ୍ତର୍ଗତ ବଚ୍ଛାଳୋ ପଞ୍ଚାୟତ କାର୍ଯ୍ୟଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧ ଦିବସ ପାଳନ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
ବିକାଶ ମେଳାରେ ଫଟୋ ପ୍ରଦର୍ଶନୀ
ପୁରୀ ,୧୪/୬- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଶରଧାବାଲି ରେ ଆୟୋଜିତ ବିକାଶ ମେଳାରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ସହ ଫୁଡ ଷ୍ଟଲ ଲାଗିଛି। "ବର୍ଷ ଏକ ଉପଲବ୍ଧି ଅନେକ" ନାମରେ ଆୟୋଜିତ ଏହି ବିକାଶ ମେଳା ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ବିଭିନ୍ନ ବିଭାଗ ପକ୍ଷରୁ…
ବେଆଇନ ମାଙ୍କଡ଼ା ବୋଝେଇ ମିନି ଟ୍ରକ ଜବତ ଜଣେ ଗିରଫ
ଓଡ଼ଗାଁ,୧୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସ୍ କୋମଣ୍ଡ ଅଞ୍ଚଳରୁ ଏକ ବେଆଇନ ମାଙ୍କଡ଼ା ବୋଝେଇ ମିନି ଟ୍ରକ ଜବତ କରିବା ସହିତ ଚାଳକକୁ ଗିରଫ କରିଛନ୍ତି। ଗିରଫ ଜଣକ ରୋହିବାଙ୍କର ରବୀନ୍ଦ୍ର ସେଠୀ। ଓଡ଼ଗାଁ ପୋଲିସ ଶନିବାର ପାଟ୍ରୋଲିଙ୍ଗ କରୁଥିବା ବେଳେ ଓଡି ୨୫ଡି…
ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର , ସ୍ଥିତି ନିୟନ୍ତ୍ରଣାଧିନ: ସ୍ୱାସ୍ଥ୍ୟ ବିଭାଗ
FILE PHOTO
ଭୁବନେଶ୍ୱର ତା-୧୬ .୦୬ .୨୦୨୫: ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ଆଜି ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିଶନ ସଂଖ୍ୟା ବହୁ ପରିମାଣରେ କମିଛି, ଏବଂ ନୂଆ ଅଂଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ । ଗତକାଲି ସୁଦ୍ଧା…