Sign in
Sign in
Recover your password.
A password will be e-mailed to you.
ସୁନାମୁଦୀରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୁଆଁଖାଇ ଭେଟଘାଟ
ବଲାଙ୍ଗୀର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ) :- ବଲାଙ୍ଗୀର ଜ଼ିଲ୍ଲା ପାଟଣାଗଡ଼ ବ୍ଲକ ଅଧିନସ୍ଥ ସୁନାମୁଦୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ମାନେ ପାରମ୍ପରିକ ନୃତ୍ୟଗୀତ ସହିତ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ । ଏହି…
ବାଲୁକା କଳାରେ ସଙ୍ଗୀତଜ୍ଞ ଅଭିଜିତଙ୍କ ଆଶୁ ଆରୋଗ୍ଯର ପ୍ରାର୍ଥନା
ପୁରୀ,୭/୯ : ଓଡ଼ିଶାର ସଙ୍ଗୀତ ଜଗତରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଏବେ କୋମାରେ ଚିକିତ୍ସାଧୀନ। ତାଙ୍କର ଆଶୁ ଆରୋଗ୍ଯ ପ୍ରାର୍ଥନା କରି ବାଲୁକା କଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।…
ଭାଗବତ ଜନ୍ମଦିନରେ ଭାଗବତ ଟୁଙ୍ଗୀରେ ଉପହାର ନେଇ ପହଞ୍ଚିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ପବିତ୍ର ଇନ୍ଦୂପୂର୍ଣିମା ଭାଗବତ ଜନ୍ମ ପୁଣ୍ୟ ତିଥିରେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ ବିଭିନ୍ନ ଗାଁ ଗଣ୍ଡାରେ ଥିବା ଭାଗବତ ଟୁଙ୍ଗୀ ପରିକ୍ରମା କରାଯାଇ ନିୟମିତ ଭାଗବତ ପାଠ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଓ ଫୁଲମାଳ ଦିଆଯାଇ…
ପାତିମୁଲ୍ କଲୋନୀ ଗ୍ରାମରେ ଥିବା ଜିଓ ଟାୱାର ନେଟୱର୍କ ସଂଯୋଗ କରିବା ପାଇଁ ବିଧାୟକ ଙ୍କୁ ଦାବି ଜଣାଇଲେ ଗ୍ରାମବାସି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଅନ୍ତର୍ଗତଃ ପାତିମୁଲ୍ କଲୋନୀ ଗ୍ରାମରେ ଥିବା ଜିଓ ଟାୱାର ନେଟୱର୍କ ଗତ ଅଗଷ୍ଟ ମାସ ୨୦୨୪ ମସିହା କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଜିଓ ଅଫିସର ମାନେ ୩/୪ ମାସରେ ନେଟୱାର୍କ ସେବା ଯୋଗାଇବା ପାଇଁ…
ପ୍ରାଥମିକ ସଂସ୍କାର କେନ୍ଦ୍ରରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ରବିବାର ବାଳମୁକୁନ୍ଦ କେନ୍ଦ୍ର ଦ୍ୱାରା ପରିଚାଳିତ ପ୍ରାଥମିକ ସଂସ୍କାର କେନ୍ଦ୍ର ଗୁଡିକରେ ନୈତିକ ଶିକ୍ଷା ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ଆଜି ସ୍ଥାନୀୟ କୁମ୍ଭାର ସାହି ସଂସ୍କାର କେନ୍ଦ୍ର ଓ ଅର୍ବନ ହଷ୍ଟେଲରେ…
କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟଳରେ ଆଲୋଚନାଚକ୍ର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗ ତରଫରୁ " ଶୈବାଳ " ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେ ତାଙ୍କର ଅଭିଭାଷଣରେ ଶୈବାଳ ସମ୍ଭନ୍ଧୀୟ…
ଭାଷାଜ୍ଞାନ ରେ ବିଷ୍ଣୁପ୍ରିୟା, ହସ୍ତାକ୍ଷର ରେ ସାଇଶ୍ରୀୟା ଓ ଚିତ୍ରାଙ୍କନରେ ସମୀର ପ୍ରଥମ
ସମ୍ବାଦ ଭାଷାଜ୍ଞାନ ପରୀକ୍ଷା ; ଗ୍ରହଣ ସତ୍ତ୍ଵେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାପାଇଁ ପ୍ରବଳ ଉତ୍ସlହ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ସାର୍ପ ଏଜୁକେସନ୍ ପରିସରରେ ସମ୍ବାଦ-ଆମ ଓଡ଼ିଶା ଆନୁକୂଲ୍ୟରେ ଶୁଦ୍ଧ ଓଡିଆ…
“ସ୍ୱାସ୍ଥ୍ୟ ହିଁ ସମ୍ପଦ”:ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ…
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 7.09.2025- "ସ୍ୱାସ୍ଥ୍ୟ ହିଁ ସମ୍ପଦ" କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା ଙ୍କ ଅଭିନବ ପ୍ରୟାସ ରେ ଜିଲ୍ଲା ପ୍ରଶାସନ ଓ…
ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ର ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଲା ତିନି ଦିନିଆ ଆବାସିକ ପ୍ରଶିକ୍ଷଣ ସମାପନ !
ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,ତା: ୦୭.୦୯.୨୦୨୫ ରିଖ: ଜନଜାତି ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ବାରା ପ୍ରାୟୋଜିତ ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା, ନବରଙ୍ଗପୁର ଦ୍ୱାରା ଆୟୋଜିତ ଆଦି କର୍ମଯୋଗୀ ଅଭିଯାନ ଅଧିନରେ ତ୍ରି-ଦିବସୀୟ ଆବାସିକ ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଳା…
ଆଗାମୀ କଂଗ୍ରେସ, ସଶକ୍ତ କଂଗ୍ରେସ : ଭକ୍ତ
କଂଗ୍ରେସ ଜନତାଙ୍କ ଏକମାତ୍ର ବିକଳ୍ପ
ସଙ୍ଗଠନ ସୃଜନ କଂଗ୍ରେସର ଗଣତାନ୍ତ୍ରିକ ମୂଲ୍ୟବୋଧର ପରିଚାୟକ
ଭୁବନେଶ୍ୱର, ତା ୭/୯/୨୫ :- ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏକ ଗଣମାଧ୍ୟମ ବିବୃତ୍ତିରେ କହିଛନ୍ତି ଯେ, ଦେଶରେ ସମ୍ବିଧାନ, ଭୋଟ ଚୋରୀ, ନାରୀ ନ୍ୟାୟ ଆଦି…