Sign in
Sign in
Recover your password.
A password will be e-mailed to you.
ସ୍ୱନାମଧନ୍ୟ ଶିଶୁ ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ବୀର କିଶୋର ପାଢ଼ୀଙ୍କର ସ୍ମୃତି ସଭା ପାଳନ
ଯାଜପୁର ତା 08.25: ଓଡିଶା ସାହିତ୍ୟ ଏକାଡେମୀ ଏବଂ ବଉଳଫୁଲ ସାହିତ୍ୟ ସଂସଦ ମିଳିତ ସହଯୋଗରେ ଜାରକା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଠାଗାର ପରିସରରେ ସ୍ବନାମଧନ୍ୟ ଶିଶୁ ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ବୀର କିଶୋର ପାଢ଼ୀଙ୍କର ସ୍ମୃତି ସଭା ପାଳନ କରାଯାଇଥିଲା, କେନ୍ଦ୍ର ବାଲ ସାହିତ୍ୟ…
ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଗୁରାଣ୍ଡି ପଞ୍ଚାୟତ ର ମହାଦେଇ ପୁର ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ବିଶ୍ୱ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ…
ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ
ରାଜଗାଙ୍ଗପୁର,ତା: 07-09-25.(ବିଷ୍ଣୁ ଭୋମିକ): ବିଜୁ ଏକ୍ସପ୍ରେସ ରାଜପଥ-୧୦ରେ ଅପରାହ୍ନରେ ଟ୍ରେଲର ଗାଡିରେ ପିଟି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଅପରାହ୍ନ ରେ ମଟର ସାଇକେଲ ନମ୍ବର । (ଓଡି୦୨ସିପି ୬ ୭ ୭୨) ରେ ରାଜଗାଙ୍ଗପୁର ଦେଇ ସୁନାଖାନ । ଗ୍ରାମର ରୋହିତ ମାଝୀ ଏବଂ…
ଆଦିତ୍ୟ ଆଲୁମିନା ରିଫାଇନାରୀ ଓ ସେଞ୍ଚୁରିଅନ ୟୁନିଭର୍ସିଟି ମଧ୍ୟରେ ଚୁକ୍ତିନାମା: ନୂତନ ପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ର…
କାଶୀପୁର ରୁ ବୈକୁଣ୍ଠ ଦୁରିଆ – ଆଦିତ୍ୟ ବିରଲା ଗ୍ରୁପର ଏକ ଅଂଶ ଭାବରେ କାର୍ଯ୍ୟରତ ଆଦିତ୍ୟ ଆଲୁମିନା ରିଫାଇନାରୀ କଂସାରୀଗୁଡା, ତାଙ୍କ କର୍ପୋରେଟ ସୋସିଆଲ୍ ରେସପନ୍ସିବିଲିଟି (CSR) ଅଭିଯାନର ଅଂଶ ଭାବରେ, ଏବେ ସ୍ୱାସ୍ଥ୍ୟ ଓ ପଶୁ ସୁରକ୍ଷା ମାନକୁ ଅଧିକ ମଜବୁତ କରିବାକୁ ଦୃଢ଼ ପଦକ୍ଷେପ…
ସମ୍ ହସ୍ପିଟାଲ୍ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ
ଭୁବନେଶ୍ୱର, ସେପ୍ଟେମ୍ବର ୮: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ…
ଝାଡ଼ରୁ ଆବିର୍ଭୂତ ମାଆ ଝାଡ଼େଶ୍ୱରୀ
ପୁରୀ, (ଅନିମେଶ ପଟ୍ଟନାୟକ): ଆଦିମ କାଳରେ ଶ୍ରୀକ୍ଷେତ୍ର ଥିଲା ଝାଡ଼ (ଝାଉଁ) ଜଙ୍ଗଲରେ ପରିପୂର୍ଣ୍ଣ । ଲୋକ କଥା ଅଛି ଏକ ଐଶ୍ୱରୀୟ ବା ଆଲୌକିକ ଶିକ୍ତି ଏହି ଜଙ୍ଗଲର ଅଧତ୍କାରିଣୀ ଥିଲେ । ଝାଡ଼ରୁ ଆବିର୍ଭୂତ ହୋଇଥିବାରୁ ପରବର୍ତ୍ତୀ ସମୟରେ ଏହି ପୀଠ ମାଆ ଝାଡ଼େଶ୍ୱରୀ ନାମରେ ବ୍ୟାପ୍ତ…
ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ଟିମ୍ରେ କଣାସରୁ ରମାକାନ୍ତ ମଙ୍ଗରାଜ
ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲାର କଣାସ ବ୍ଲକରୁ କଂଗ୍ରେସ ନେତା ରମାକାନ୍ତ ମଙ୍ଗରାଜଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡିଆ ଟିମ୍ରେ ସାମିଲ କରାଯାଇଛି। ସୋସିଆଲ ମିଡିଆ ଅଧ୍ୟକ୍ଷ ସତ୍ୟଜିତ ଗମାଙ୍ଗ, ସମ୍ପ୍ରତି ବିଭିନ୍ନ ପ୍ଲାଟଫର୍ମରେ ଏଆଇସିସି ଏବଂ ପ୍ରଦେଶ…
ନୀଳାଦ୍ରି ବ୍ୟାୟାମ ଗୋଷ୍ଠୀ ପକ୍ଷରୁ ଗୁରୁ ପୂଜନ ଉତ୍ସବ ପାଳନ
ପୁରୀ, ୭/୯ – ନୀଳାଦ୍ରି ବ୍ୟାୟାମ ଗୋଷ୍ଠୀ ପକ୍ଷରୁ ସ୍ଥାନୀୟ ଗୋପୀନାଥପୁର ଠାରେ ଭକ୍ତି ଏବଂ ଉତ୍ସାହର ସହିତ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ, ଗୋଷ୍ଠୀର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ସ୍ୱରୂପ ଚନ୍ଦନ ଏବଂ ଫୁଲ ଦେଇ ସମ୍ମାନିତ କରାଯାଇଥିଲା ।
କିଛି ବର୍ଷ ପୂର୍ବରୁ…
ପିସିସି ସାମାଜିକ ଗଣମାଧ୍ୟମ ଟିମ୍ ଗଠିତ
ଭୁବନେଶ୍ୱର, ତା ୭/୯/୨୫:- ଏଆଇସିସି ଏବଂ ପିସିସିର ନେତାମାନଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାର ଉପଯୁକ୍ତ ପ୍ରସାରଣ ଏବଂ ପ୍ରଚାର ପାଇଁ ରାଜ୍ୟ ସୋସିଆଲ ମିଡିଆ କମିଟିକୁ କ୍ରିୟାଶୀଳ କରିବା ନିମନ୍ତେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ୩୮ ଜଣ ବ୍ୟକ୍ତି ବିଶେଷଙ୍କୁ…
ସଇଁତଳା ଲାଇସେନ୍ସ ପ୍ରାପ୍ତ ମହୁଲି ମଦଭାଟିରେ ଅପମିଶ୍ରଣ କେଲେଙ୍କାରି !
ବଲାଙ୍ଗୀର,(ଶାସକ ପ୍ରଶାସକ): ସାରା ଓଡ଼ିଶାରେ ପ୍ରତିଦିନ ମଦଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରେ ଥିବା ଗୋଟିଏ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମହୁଲି ମଦଭାଟିରେ ବିଷାକ୍ତ ଅପମିଶ୍ରଣ କରି ମଦ ତିଆରି ହେଉଥିବାରୁ ଚର୍ଚ୍ଚାରେ ଆସିଛି।…