ଜଙ୍ଗଲରୁ ମା-ପୁଅ ଉଦ୍ଧାର

  କେନ୍ଦ୍ରାପଡ଼ା :(ପ୍ରଫୁଲ୍ଲ କୁମାର ମଲ୍ଲ): ଗତ ୫ ଦିନ ତଳେ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଥିବା ମା-ପୁଅଙ୍କୁ ବନ ବିଭାଗ ଆଜି ଜଙ୍ଗଲରୁ ଉଦ୍ଧାର କରିଛି ।ସୂଚନା ଅନୁସାରେ, ବାଉଁଶଗଡ଼ ନଦୀ କୂଳରେ କଙ୍କଡା ଧରିବାକୁ ଯାଇଥିବା ଅଞ୍ଜନା ମିର୍ଦ୍ଧା ଓ ତାଙ୍କ ପୁଅ ରତିନ୍ଦ୍ର ମିର୍ଦ୍ଧା ୫ ଦିନ…

ଗୁଣ୍ଡିଚାଘାଗୀ ଜଳପ୍ରପାତ ବୁଲିବାକୁ ଆସି ଯୁବକ ପାଣିରେ ଭାସିଗଲେ।

  କେନ୍ଦୁଝର,ତା୮/୯- ଆଜି ବାଲେଶ୍ୱର ଜିଲ୍ଲାରୁ କିଛି ପର୍ଯ୍ୟଟକ ଘଟଗାଁ ନିକଟରେ ଥିବା ବଣ ଚକୁଳିଆ ଅଂଚଳର ପ୍ରସିଦ୍ଧ ଗୁଣ୍ଡିଚାଘାଗୀ ଜଳପ୍ରପାତ ବୁଲିବାକୁ ଆସିଥିଲେ। ତେବେ ଅସାବଧାନତାବଶତଃ ସେମାନଙ୍କ ମଧ୍ୟରୁ ଜଣେ ଯୁବକ  ପ୍ରପାତ ପାଣିରେ ଭାସି ଯାଇଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ କି ମୁଷଳ…

ଯାଜପୁରଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଶୁଭାରମ୍ଭ।

 ଯାଜପୁର :  ଗତ ୨ ତାରିଖ ରୁ ରାଜ୍ୟ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଜରିଆରେ ଚୟନ କରାଯାଉଥିବା ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂକୃତି ଭବନ ଠାରେ ଏହାର ଉଦଘାଟନ ଏ ଆଇ ସି, ସି, ସାଧାରଣ ସମ୍ପାଦିକା ଚାରୁଲତା ଟୋକାଶ ଙ୍କ…

କୋଲନରାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

 କୋଲନରା / (ଦେବୀପ୍ରସାଦ ମହାନ୍ତି ) ତା ୦୮-୦୯-୨୦୨୫ରିଖ ଦିନ କୋଲନରା ବ୍ଲକ ସଭାଗୃହଠାରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ…

ନବରଙ୍ଗପୁର ଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ନବରଙ୍ଗପୁର ତା ୮.୯.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ସଭାଗୃହ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରି ଛତ୍ରପତି ସାହୁ ଙ୍କ ଅଧକ୍ଷତାରେ ଆୟୋଜିତ ଏହି…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ…

ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ଜୋନ ଅନ୍ତର୍ଗତ ୧୨ ଟି ବିଦ୍ୟାଳୟ ତଥା ମହାବିଦ୍ୟାଳୟର ୧୪ ବର୍ଷରୁ କମ୍…

ଝରିଗାଁ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ।

ନବରଙ୍ଗପୁର ୦୮.୦୯.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ଝରିଗାଁ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ…

ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଗୁରାଣ୍ଡି ପଞ୍ଚାୟତ ର ମହାଦେଇ ପୁର ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ବିଶ୍ୱ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ…

କଂଗ୍ରେସର ‘ସଙ୍ଗଠନ ସୃଜନ ଅଭିଯାନ: ସହମତିରେ ଚୟନ ହେବେ ଜିଲ୍ଲା ସଭାପତି

 ରାଜଗାଙ୍ଗପୁର: ତୃଣମୂଳସ୍ତରରେ ଦଳ ସଙ୍ଗଠନକୁ ଅଧୂକ ମଜଭୁତ କରିବା ନେଇ କଂଗ୍ରେସର ରାଜ୍ୟ ତଥା ଜିଲ୍ଲା ବ୍ଯାପୀ ସଙ୍ଗଠନ ସୃଜନ ଅଭିଯାନ ଆରମ୍ଭ ଆରମ୍ଭ ହୋଇଛି। ଏହି ଅଭିଯାନରେ ଜିଲ୍ଲା ଲ୍ୟୁ କଂଗ୍ରେସ ସଭାପତି ଚୟନ ପକ୍ରିୟା ଆରମ୍ଭ କର କରାଯାଇଛି। ରାଜଗାଙ୍ଗପୁର ବିଧାୟକ ଜା. ସିଏସ୍ ରାଜନ…