Sign in
Sign in
Recover your password.
A password will be e-mailed to you.
ଅଖଣ୍ଡ ଭାରତ ଦିବସ ଓ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ
ବେଲଗୁଣ୍ଠା, ୧୪/୦୮,-(ଶିବରାମ ଚୌଧୁରୀ )-ଆଜି ଅପରାହ୍ନ ଚାରି ଘଣ୍ଟ ସମୟ ରେ ବେଲଗୁଣ୍ଠା ପେଣ୍ଠସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ଅଖଣ୍ଡ ଭାରତ ଦିବସ ପାଳନ ସହିତ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ ଆୟୋଜିତ!-->!-->!-->…
ଶାହଙ୍କୁ ଭେଟିଲେ ଝାରସୁଗୁଡ଼ା ବିଧାୟକ, ଉପହାର ଦେଲେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ର
ଝାରସୁଗୁଡ଼ା, ୧୪/୦୮: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ବିଧାୟକ ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା!-->!-->!-->…
ଗୁଣପୁର ଠାରେ ଅଖଣ୍ଡ ଭାରତ ଦିବସ ଓ ତ୍ରିରଙ୍ଗା ଯାତ୍ରା ପାଳନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଓ ଏବିଭିପିର ଜିଲା ପ୍ରମୁଖ ଶେଷସାଇ ସେନାପତି ଏହି ଅଖଣ୍ଡ ଭାରତ ଦିବସ ଓ ତ୍ରିରଙ୍ଗା ଯାତ୍ରାର!-->!-->!-->…
ବିଦ୍ୟାଳୟ ପରିସରରେ ସବୁଜାୟନ
ମାଲକାନଗିରି,ସୁରେନ୍ଦ୍ର କୁମାର ବେମାଳ:ତାରିଖ ୧୪.୮.୨୦୨୬ ମାଲକାନଗିର ସଦର ମହକୂମାସ୍ଥିତ ଶ୍ରୀରାମନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ,ବନ ବିଭାଗ , ମାଲକାନଗିରି ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ , ମାଲକାନଗିରିଙ୍କ ମିଳିତ ସହଯୋଗରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ!-->…
ନବରଙ୍ଗପୁର କଲେଜରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ
ନବରଂଗପୁର ତା ୧୪.୮.୨୦୨୬:ଆଜି ସକାଳ ୧୦ ଘଟିକା ସମୟରେ ନବରଙ୍ଗପୁର ନୋଡାଲ ଡିଗ୍ରୀ କଲେଜ ଠାରେ ଏକ ବିଶେଷ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର!-->!-->!-->…
ବର୍ଷା ସରିଲେ ରାସ୍ତା ମରାମତି, ସ୍ଥାନୀୟଙ୍କୁ ନିଯୁକ୍ତି ଆଶ୍ୱାସନ
ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମରାକୁଟା-ଜମେରାବାସୀ
ଝାରସୁଗୁଡ଼ା, : ମରାକୁଟା ଓ ଜମେରା ଗ୍ରାମପଞ୍ଚାୟତ ଅଞ୍ଚଳର ରାସ୍ତା ନିର୍ମାଣ, ମରାମତି ଏବଂ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ସ୍ଥାନୀୟ ଜନପ୍ରତିନିଧି ଓ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ!-->!-->!-->!-->!-->…
ଖଡ଼ଗେଙ୍କ ଗସ୍ତ ପରେ ‘ଶୁଦ୍ଧିକରଣ’କୁ ବିରୋଧ; ଝାରସୁଗୁଡାରେ କଂଗ୍ରେସର ପ୍ରତିବାଦ
ଝାରସୁଗୁଡା, ୧୪/୮: ହଲଦ୍ୱାନିରେ ଆୟୋଜିତ କଂଗ୍ରେସ ସଭାରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେବା ପରେ ସ୍ଥାନଟି ‘ଅପବିତ୍ର’ ହୋଇଥିବା ଦର୍ଶାଇ କିଛି ବିଜେପି କର୍ମୀଙ୍କ ପକ୍ଷରୁ ‘ଶୁଦ୍ଧିକରଣ’ କାର୍ଯ୍ୟକ୍ରମ ଆୟୋଜନକୁ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି!-->…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ
ବେଲଗୁଣ୍ଠା, ୧୪/୦୮: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଦେଶଭକ୍ତି ଓ ଜାତୀୟ ଏକତାର ବାର୍ତ୍ତା ନେଇ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ!-->!-->!-->…
ମିନି ଟ୍ରକ୍ ଧକାରେ ବାଇକ ଚାଲାକ ମୃତ
ବେଲଗୁଣ୍ଠା, ୧୪/୦୮: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଛକ ବମ୍ବେଷ୍ଟିଲ ନିକଟରେ ଶୁକ୍ରବାର ସକାଳେ ୯-୪୦ ମିନଟ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବୁଗୁଡ଼ା ବ୍ଲକ ଏ. କରଡ଼ାବାଡ଼ି ଗ୍ରାମର ସୁନୀଲ କୁମାର!-->!-->!-->…
୧୨୦ ବର୍ଷର ଶ୍ରୀକୃଷ୍ଣ ଗୋଶାଳାରେ ଦୀପାଳୀ ଦାସ
ଝାରସୁଗୁଡ଼ା, ୧୪/୮: ଝାରସୁଗୁଡ଼ା ପୌରପରିଷଦର ୩ ନମ୍ବର ୱାର୍ଡରେ ଅବସ୍ଥିତ ୧୨୦ ବର୍ଷ ପୁରାତନ ଐତିହାସିକ ଶ୍ରୀକୃଷ୍ଣ ଗୋଶାଳା ପରିଦର୍ଶନ କରିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ। ଶୁକ୍ରବାର ସେ ଗୋଶାଳାରେ ପହଞ୍ଚି ଗୋ-ମାତାଙ୍କ ଯତ୍ନ, ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା ଓ!-->!-->!-->…