ବିଭାଜନ ବିଭିଷିକା ସ୍ମୃତି ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗ୍ରାମୀଣ ଆତ୍ମନିର୍ଭର ରୋଜଗାର ତାଲିମ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା "ବିଭାଜନ ବିଭିଷିକା ସ୍ମୃତି ଦିବସ" ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ

ସ୍ୱର୍ଗତ ବିମଳ ମିଶ୍ରଙ୍କ ସ୍ମୃତିରେ ଢେଙ୍କାନାଳ ସାଇଁବିରିରେ ପାଠାଗାର ଓ ମାର୍ଗ ଲୋକାର୍ପିତ

ଜନ୍ମମାଟିର ସଂସ୍କାରକୁ ଭୁଲିବା ନାହିଁ, ଗାଁର ବିକାଶ ପାଇଁ ନିଜକୁ ନିୟୋଜିତ କରିବା - ଧର୍ମେନ୍ଦ୍ର ପ୍ରଧାନ • ସ୍ୱର୍ଗତ ବିମଳ ମିଶ୍ର ଉଚ୍ଚ ପଦପଦବୀ ଓ ସଫଳତା ସତ୍ତ୍ୱେ ଜନ୍ମମାଟିକୁ କେବେ ଭୁଲିନଥିଲେ• ନୂତନ ପାଠାଗାର ଲୋକଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ• ‘ବିମଳ ମିଶ୍ର

ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳ ନୀଳକଣ୍ଠପୁରରେ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହେଲେ ସାଂସଦ

ବାଜି ରାଉତ ଦେଶପ୍ରେମ ଓ ବଳିଦାନର ଅମର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ • ‘ଶହୀଦ ବାଜି ରାଉତ ସ୍ମୃତି ସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ବୀରତ୍ୱର କଥା ମନେପକାଇଲେ• ବାଜି ରାଉତଙ୍କ ଜନ୍ମସ୍ଥାନକୁ "ପ୍ରେରଣାର କେନ୍ଦ୍ର" ଭାବେ ଗଢ଼ିତୋଳିବା ପାଇଁ ଉଦ୍ୟମ କରିବା•

ରାଜ୍ୟପାଳଙ୍କ ‘ଆଟ ହୋମ’ ଉତ୍ସବ: ଅଂଶଗ୍ରହଣ ପାଇଁ ରଙ୍ଗଣୀପାଟଣା ସରପଞ୍ଚଙ୍କୁ ନିମନ୍ତ୍ରଣ

ଓଡ଼ଗାଁ ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟପାଳ ୨୦୨୬ ଅଗଷ୍ଟ ୧୫ ତାରିଖ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଲୋକଭବନରେ 'ଆଟ୍ ହୋମ' ରେ ଯୋଗଦେଵା ନିମନ୍ତେ ନୟାଗଡ଼ ଜିଲ୍ଲାରୁ ଜଣେ ମାତ୍ର ସରପଞ୍ଚ ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ପଞ୍ଚାୟତରୁ ସସ୍ମିତା ପାତ୍ରଙ୍କୁ ନିମନ୍ତ୍ରଣ ମିଳିଛି।

ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀରେ ବକ୍ତୃତା ପ୍ରତିଯୋଗିତା

ସର୍ବ କନିଷ୍ଠରେ ପଦ୍ମଜା, କନିଷ୍ଠରେ ଆଦ୍ୟାଶା, ବରିଷ୍ଠରେ ବର୍ଷା ପ୍ରଥମ ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ପନ୍ତିଖାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାୟତ୍ରୀ ବିଦ୍ୟାମନ୍ଦିର, ମଶାବାରୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଶୁକ୍ରବାର

ପରକୀୟା ସନ୍ଦେହରୁ ଦାମ୍ପତ୍ୟ କଳହ, ମହିଳାଙ୍କ ମୃତ୍ୟୁ,

ବେଲଦୁଆର ଫାର୍ମ ହାଉସ୍‌ ପୋଖରୀରୁ ମିଳିଲା ମୃତଦେହ; ସ୍ୱାମୀ ଥାନାରେ ଆତ୍ମସମର୍ପଣ ପରେ ଗିରଫ ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତର ବେଲଦୁଆରସ୍ଥିତ ଏକ ଫାର୍ମ ହାଉସ୍‌ରେ ଜଣେ ମହିଳାଙ୍କ

ଧଝୋଲାରେ ଖଣ୍ଡା ଦେଖାଇ ସଶସ୍ତ୍ର ଡକାୟତି: ୨ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ,

ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ନିକଟସ୍ଥ ଧଝୋଲା ଗ୍ରାମରେ ଖଣ୍ଡା ଦେଖାଇ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଧଝୋଲା ତଳସାହିର

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଗସ୍ତ ପୂର୍ବରୁ ପୁଲିସର ‘ପ୍ରିଭେଣ୍ଟିଭ୍ ଆକ୍ସନ’

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମନ୍ତ୍ରୀ ଆସିବା ପୂର୍ବରୁ ବିଜେଡି ନେତାଙ୍କୁ ପୁଲିସର ଅଟକ । ମାଲକାନଗିରି ଏମଭି-୭୯ରେ ବିଜେଡି ଛାତ୍ରନେତା ରାକେଶ ମଣ୍ଡଳଙ୍କୁ ପ୍ରାୟ ଦୁଇ ଘଣ୍ଟା ଅଟକ ରଖି ପଚରାଉଚରା । ମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ ଆଶଙ୍କାରେ ପୁଲିସର ପଦକ୍ଷେପ ।

ହର ଘର ତ୍ରିରଙ୍ଗା: ଖୋର୍ଦ୍ଧାରେ ଦେଶପ୍ରେମର ବାର୍ତ୍ତା ଦେଲା ଆଇଟିବିପିର ତ୍ରିରଙ୍ଗା ଶୋଭାଯାତ୍ରା

ଜାତୀୟ ଏକତା ଓ ଦେଶପ୍ରେମରେ ଏକାଠି ହେଲେ ହିମବୀର; ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଖୋର୍ଦ୍ଧାରୁ (ସେକ ଜାଫର ):ଖୋର୍ଦ୍ଧା, ଅଗଷ୍ଟ ୧୪: ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ଭାବନାରେ ଖୋର୍ଦ୍ଧା ସହର

ନୟାଗଡ଼ରେ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା” — ଦେଶଭକ୍ତିରେ ପ୍ରକମ୍ପିତ ହେଲା ନୟାଗଡ଼ ସହର

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାଜପାର ବରିଷ୍ଠ ନେତ୍ରୀ 'ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ 'ନେତୃତ୍ୱରେ ଆଜି “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ, ଦିବ୍ୟ ଓ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା”