Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ।
ରୋଗୀଙ୍କୁ ଚେୟାରରେ ବସାଇ ଦିଆଯାଉଛି ସାଲାଏନ ।
ମାଲକାନଗିରି ରୁ ସୂରେନ୍ଦ୍ର ବେମାଳ: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ନାହି ଯଥେଷ୍ଟ ପରିମାଣର ଖଟିଆ, ପରିବାର ଲୋକଙ୍କ ସହାୟତାରେ ଚେୟାର ରେ ବସି ସାଲାଏନ ନେଉଛନ୍ତି ରୋଗୀ । କିଛି ଏପରି ଚିତ୍ର ବର୍ତ୍ତମାନ…
ଜିଲ୍ଲା ପଂଚାୟତ ଅଧିକାରୀ ଙ୍କ ଖାମ ଖିଆଲି ମନଭାବ, ଅବସର ପ୍ରାପ୍ତ ପିଇଓଙ୍କୁ ଗ୍ରେଡ ପେ ମିଳୁନି ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଠାରେ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ପଞ୍ଚାୟତ ରାଜ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଅଧିକାରୀ ମାନେ ଦୀର୍ଘ ଦିନର ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ତୃତୀୟ ଆର୍ : ଏ : ସି :ପି ରେ ୫୪୦୦ ତାଙ୍କ ଗ୍ରେଡ ପେ…
ତାଳପଦର ୟୁନିଅନ ବ୍ୟାଙ୍କର ସଚେତନତା ଅଭିଯାନ
“ସତର୍କତା ଆମର ମିଳିତ ଦାୟୀତ୍ୱ” – SHG ମହିଳା ଓ ଗ୍ରାମବାସୀଙ୍କୁ ବ୍ୟାଙ୍କ ଲେନଦେନର ସଠିକ୍ ପ୍ରକ୍ରିୟା ବିଷୟରେ ପରାମର୍ଶ
ବିଜେପୁର :-ଆଜି ୟୁନିଅନ ବ୍ୟାଙ୍କ ତାଳପଦର ଶାଖାରେ “ସତର୍କତା ଆମର ମିଳିତ ଦାୟୀତ୍ୱ” ଶୀର୍ଷକରେ ବିଶେଷ ସଚେତନତା କାର୍ୟକ୍ରମ ଆୟୋଜନ ହୋଇଯାଇଛି। ବର୍ତ୍ତମାନ ସମୟରେ…
ଆତର୍କିତ ଆକ୍ରମଣ, ଗୁରୁତର ପୂଜକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ।
(ବ୍ରହ୍ମପୁର କୈଳାଶ ଚନ୍ଦ୍ର ଚୌଧୁରୀ) ଗଞ୍ଜାମ ଜିଲ୍ଲାର ଅଧୀଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ମନ୍ଦିର ର ପୂଜକ ଗୋପିନାଥ ରଣା କୁ କିଛି ଯୁବକ ଆତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ପୂଜକ ଗୋପିନାଥ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼…
ଖାଲି ପଡିଛି ଡାକ୍ତର ପଦବୀ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଚାଲିଛି ସେବା
ଅବ୍ୟବସ୍ଥା ଘେରରେ ଓଲରା ସରକାରୀ ଆୟୁର୍ବେଦ ଡାକ୍ତରଖାନା
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଓଲରା ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦୀର୍ଘ ୩୩ ବର୍ଷ ତଳେ ସରକାରୀ ଆୟୁର୍ବେଦ ଡାକ୍ତରଖାନା ଖୋଲା ଯାଇଥିଲା । ହେଲେ ଦୀର୍ଘ…
ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳରୁ ଶିଳ୍ପାଞ୍ଚଳ ଯାଏଁ ଟିପିଏସ୍ଓଡିଏଲ୍ ଯୋଗାଉଛି ଭରସାଯୋଗ୍ୟ ବିଦ୍ୟୁତ ସେବା
• ସବଷ୍ଟେସନର ଉନ୍ନତୀକରଣ
• ରାୟଗଡ଼ାରେ ନୂତନ ୩୩କେଭି ଲାଇନ ତାର ସଂଯୋଗ
• ସ୍ଥିର ବିଦ୍ୟୁତ ଯୋଗାଣ ପାଇଁ ୩୩କେଭି ଫିଡରଗୁଡ଼ିକର ଉନ୍ନତୀକରଣ
• ୧୧କେଭି ଲାଇନ ତାର ଦ୍ୱାରା ଜିଲ୍ଲାର ବିଦ୍ୟୁତ ସେବାକୁ କରାଯାଉଛି ସୁଦୃଢ଼
• ଉଭୟ ଘରୋଇ ଓ ଶିଳ୍ପ କ୍ଷେତ୍ରକୁ ଗୁଣାତ୍ମକ ବିଜୁଳି ସେବା…
ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍ସାଇନ୍ସେସ୍ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ସେପ୍ଟେମ୍ବର ୧୩: ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ଔଷଧ ପ୍ରସ୍ତୁତକାରୀ ଏବଂ ଗବେଷଣା କେନ୍ଦ୍ର ସମ୍ ଲାଇଫ୍ସାଇନ୍ସେସ୍ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର…
“ପୁଣି ରାଜ୍ୟରେ ନିନ୍ଦା, ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସୁରକ୍ଷିତ ନୁହେଁ”
ବାଲି ହରଚଣ୍ଡିରେ ପୁଣି ଲଜ୍ଜ୍ୟା କ୍ଷୋଭ ପ୍ରକାଶ କଲେ ବିଜେଡି ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା
ଦୁଇ ଦିନ ତଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ବାଲିହରଚଣ୍ଡି ପୀଠରେ ଏକ ଛାତ୍ରୀ କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ଏହି ଘଟଣା ଗଣମାଧ୍ୟମରେ ଖବର ଆସିଲା । ଏହାକୁ…
ତରଭା ଗ୍ରାମ ର ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ସମୀକ୍ଷା କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଲିଙ୍ଗା ଗ୍ରାମ ର ରାସ୍ତା , ପୋଲ ଓ ପାଇବା ପାଣି ବିଷୟରେ ଗ୍ରାମବାସି ଙ୍କ ସହ ଆଲୋଚନା କଲେ ପାରଳାଖେମୁଣ୍ଡି ବିଧାୟକ ରୁପେସ ପାଣିଗ୍ରାହୀ , ଏହି ରାସ୍ତା ହେଲେ ପ୍ରାୟ ବାଇଝାଲ , ବାଡ଼ିଡି , ସରକୁନ ,…
ଶିକ୍ଷକମାନଙ୍କର ପରିଶ୍ରମ , ସମର୍ପଣ ଓ ନିଷ୍ଠା ବିନା ସୁଶିକ୍ଷିତ ସମାଜର ସ୍ୱପ୍ନ ସମ୍ଭବ ନୁହେଁ :
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ବ୍ରହ୍ମପୁର ରୋଟାରି କ୍ଳବ୍ ତରଫରୁ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ କାର୍ଯ୍ୟଶୈଳୀର ସ୍ୱୀକୃତି ସ୍ୱରୂପ ଗରିମାମୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ସ୍ଥାନୀୟ ରୋଟାରୀ ସଭାଗୃହରେ…