କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୈାନ ଉତ୍ପୀଡନ ବିରୁଦ୍ଧରେ ପ୍ରତିରୋଧ ତାଲିମ କାର୍ଯ୍ୟକ୍ରମ

ଓଡ଼ଗାଁ,୧୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ଏବଂ ଓଡ଼ଗାଁ ସମନ୍ବୀନ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସହଯୋଗରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୈାନ ଉତ୍ପୀଡନ ପ୍ରତିରୋଧ ନିଷିଦ୍ଧ ଓ ନିରାକରଣ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ତାବରଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର…

ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

 ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ତରଭା ପଞ୍ଚାୟତ ସମିତି ଅନ୍ତର୍ଗତ କମସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଡ. ନୃପରାଜ ସାହୁ…

ତିନିଦିନିଆ ଆଦି କର୍ମଯୋଗୀ ଅଭିଯାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ l

ରାୟଗଡା:-ତା ୧୫/୦୯- ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ତିନି ଦିନିଆ ଆବାସିକ ପ୍ରଶିକ୍ଷଣ-ତଥା -ଡିଜାଇନ୍ କର୍ମଶାଳା ସିରିଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗତ ୧୩/୦୯/୨୦୨୫ରିଖରୁ ଆରମ୍ଭ ହୋଇ ଆଜି ତା ୧୫/୦୯/୨୦୨୫ରିଖରେ ଉଦଯାପିତ ହୋଇଛି । ଉଦଯାପାନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ…

ପୁଣି ହାଇକୋର୍ଟରେ ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲା, ବଢିଲା ବିଜେପି ନେତାଙ୍କ ଅଡୁଆ।

  ପୋଲିସକୁ ୨ ମାସ ଭିତରେ ତଦନ୍ତ କରି ଫାଇନାଲ ରିପୋର୍ଟ ଦେବାକୁ ନିର୍ଦ୍ଦେଶ।          କେନ୍ଦୁଝର,ତା୧୫/୯- କେନ୍ଦୁଝର ପୁରୁଣା ସହରର ସମାଜସେବୀ ଝିଅ ରୋଜାଲିନ ସାହୁଙ୍କ ମୃତ୍ୟୁ ହେବାର ଅଢେଇ ବର୍ଷ ବିତି ସାରିଲାଣି ତେବେ କେନ୍ଦୁଝର ଘଟଗାଁ ଥାନା ପକ୍ଷରୁ ୩୦୨/୩୪ ସଂଘବଦ୍ଧ ନରହତ୍ୟା ଦଫା…

ପୋଲିସ୍ ଏଏସ୍ଆଇଙ୍କ ପରଲୋକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ହୃଦଘାତରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନାର ଜଣେ କର୍ତ୍ତବ୍ୟରତ ପୋଲିସ୍ ଏଏସ୍ଆଇଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ମୃତ ପୋଲିସ୍ କର୍ମଚାରୀ ଜଣଙ୍କ ହେଲେ ଗାଙ୍ଗପୁର ଥାନାର ଏଏସ୍ଆଇ ପ୍ରଭାକର ଗାଣ୍ଟା (୫୩) I ସୂଚନା ପ୍ରକାରେ ଆଜି…

ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା, ବିଦାହେଲେ ଅଧ୍ୟାପକ

ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ): ଫେକ ସାର୍ଟିଫିକେଟ ପାଇଁ ଅଧ୍ୟାପକ ଚାକିରିରୁ ବହିଷ୍କୃତ।ଏଭଳି ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା କଲେଜରେ। ବାଣିଜ୍ୟ ଅଧ୍ୟାପକ ସନ୍ତୋଷ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଫେକ MCOM ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ…

ସୀମାନ୍ତ ଇଞ୍ଜିନିୟରିଙ୍ଗ ମହାଵିଦ୍ୟାଳୟ ରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ

 ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।( ଶାସକ ପ୍ରଶାସକ): ମୟୁରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ଲୋକ ପ୍ରିୟ ବିଧାୟକ ଭାଦବ ଚନ୍ଦ୍ର ହାଁସଦା ଙ୍କ ନେତୃତ୍ୱ ରେ ଶୀର୍ଷା ଲେମ୍ପ ଏବଂ ସୀମାନ୍ତ ଇଞ୍ଜିନିୟରିଙ୍ଗ କଲେଜ ମିଳିତ ସହଯୋଗ ରେ ଆଜି  ସୀମାନ୍ତ ଇଞ୍ଜିନିୟରିଙ୍ଗ…

ଦଧିବାମନ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ଡକ୍ଟରେଟ୍ ଡିଗ୍ରୀ ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜିତ

ଭଟଲି :-ଦଧିବାମନ ମହାବିଦ୍ୟାଳୟ, ଭଟଲିରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୩୫ତମ ସମାବର୍ତ୍ତନ ସମାରୋହରେ ଓଡ଼ିଶାର ରାଜ୍ୟପାଳଙ୍କ ଠାରୁ ପିଏଚ.ଡି ଡିଗ୍ରୀ ହାସଲ କରିଥିବା ଅର୍ଥନୀତି ବିଭାଗର ଅଧ୍ୟାପକ ଡ. ରବିନାରାୟଣ ପଣ୍ଡା ଓ…

ଜିଲ୍ଲା ସ୍ତରୀୟ ‘ ମହକ ଓ ଉତ୍ସାହ’ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର : ଶିଶୁ ଯତ୍ନ ଅନୁଷ୍ଠାନ ର ଲୁକ୍କାୟିତ ପ୍ରତିଭା ଅନ୍ୱେଷଣ ର ଲକ୍ଷ୍ୟ ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ,ବରଗଡ଼ ତରଫରୁ  ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ 'ମହକ ଓ ଉତ୍ସାହ' ଶିଶୁ ମହୋତ୍ସବ  ସ୍ଥାନୀୟ ଜେନିଥ ଲାୟଂଶ୍ ଗୁରୁକୁଳ ବିଦ୍ୟାଳୟରେ…