ବାହୁଡା଼ ଯାତ୍ରା ହେଲା କାଳ କନେଷ୍ଟବଳ ଡ୍ୟୁଟି ରେ ମୃତ୍ୟୁ

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ ଆଉ ଜଣେ କନେଷ୍ଟବଳ ତାରିଣୀ ଚରଣ ଗମାଙ୍ଗ(୫୦) । ଶନିବାର ସକାଳୁ ରାୟଗଡା ତହସିଲ ଛକଠାରେ ଜାତୀୟ ରାଜପଥ କଡ଼ରେ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥତା ଅନୁଭବ କରି ତଳେ ଅଚେତ…

ଜେଡ୍‌ଟପ୍ ଆଇଓଟି ସଲ୍ୟୁଶନ୍ସ ପକ୍ଷରୁ ‘ଜଗା କଥା’ ଉନ୍ମୋଚିତ

ଭୁବନେଶ୍ୱର : ଟେକ୍ନୋଲୋଜି ଓ ପରମ୍ପରାର ଏକ ଉଲ୍ଲେଖନୀୟ ମିଶ୍ରଣରେ ଓଡିଶା-ଭିତିକ ଡିପ୍‌-ଟେକ ଷ୍ଟାର୍ଟଅପ ଜେଡ୍‌ଟପ ଆଇଓଟି ସଲ୍ୟୁଶନ୍ସ ପ୍ରାଇଭେଟ ଲିମିଟେଡ ଏହାର ନୂତନ ସାଂସ୍କୃତିକ ପଦକ୍ଷେପ ଜଗା କଥା’ର ଉନ୍ମୋଚନ କରିଛି । ଏହା ହେଉଛି ଏକ ଏଆଇ-ଜେନେରେଟେଡ ମ୍ୟୁଜିକ ଭିଡିଓ ଯାହା ପୁରୀ ଧାମ ଓ…

ବାହୁଡ଼ିଲେ ମହାବାହୁ: ଗୀତ ଗୋବିନ୍ଦରେ ପ୍ରକମ୍ପିତ ହେଲା ସିଂହଦ୍ୱାର

  ପୁରୀ, ୫/୬ (ଅନିମେଶ ପଟ୍ଟନାୟକ): ଆଡ଼ପ ମଣ୍ଡପରେ ଲିଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ବିଳମ୍ବିତ ସଂଧ୍ୟାରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି ୩ରଥ । ରବିବାର ସୁନାବେଶରେ ଦର୍ଶନ ଦେବେ ତିନି ଭାଇ ଭଉଣୀ । ସରିଛି ୯ଦିନର ଆଡ଼ପ ମଣ୍ଡପ ଲିଳାଖେଳା । ଶୁକ୍ରବାର…

ଓଡ଼ଗାଁ ଅଞ୍ଚଳରରେ ଅନୁଷ୍ଠିତ ବାହୁଡ଼ା ଯାତ୍ରା

ଓଡ଼ଗାଁ,୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବାହୁଡ଼ାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । କୁରାଳ ଦଧିବାମନ ଜିଉଙ୍କ ରଥକୁ ପଣ୍ଡିତ ନିରଞ୍ଜନ ତ୍ରିପାଠୀ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ସେହିପରି…

ଓଡ଼ଗାଁରେ ଖୋଲିଲା ଜନ ଔଷଧି କେନ୍ଦ୍ର

ଓଡ଼ଗାଁ,୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିନେମା ହଲ ଛକ ଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ଫଳରେ ସ୍ଥାନୀୟ ଅଧିବାସୀ ସ୍ୱଳ୍ପ ମୂଲ୍ୟରେ ଔଷଧ ପାଇପାରିବେ । ବିଶେଷ କରି ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ, ମଧୁମେହ, ଭୂତାଣୁ ଜନିତ ରୋଗ…

୨ ଶ୍ରେଣୀକୁ ଜଣେ ଶିକ୍ଷକରେ ଚାଲିଛି ପାଠପଢା

ଓଡ଼ଗାଁ,୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଘଷାଦେଇପୁର ସଂଗ୍ରାମୀ କାଶି ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ରହିଥିବାରୁ ଶିକ୍ଷାଦାନ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ବିଶେଷକରି ଏଠାରେ ପ୍ରଧାନଶିକ୍ଷକ ରୁପେ କାର୍ଯ୍ୟକରୁଥିବା…

ପ୍ରେସକ୍ଲବ୍ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଘୁ.ଉଦୟଗିରି ବିଧାୟକ

 ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ବହୁ ପ୍ରତିକ୍ଷୀତ ତଥା ଘୁ.ଉଦୟଗିରି "ପ୍ରେସକ୍ଲବ" ପାଇଁ ଏକ ଐତିହାସିକ ଅଟେ ଆଜିର ଦିନ I ସ୍ଥାନୀୟ ଅଞ୍ଚଳର ସାମ୍ବାଦିକମାନଙ୍କ ପାଇଁ ଏକ ନୂତନ ଅଧ୍ୟାୟ ପ୍ରେସକ୍ଲବ୍ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ I ଏହି କାର୍ଯ୍ୟକ୍ରମରେ…

ଏମିତି ଚାଲିଛି ଡାବୁଗାଁ କୃଷି କାର୍ଯ୍ୟାଳୟ, ପିଅନ ଜଗିଛି ଅଫିସ, ଦିନ ୧୨ ଘଣ୍ଟ ପର୍ଯ୍ୟନ୍ତ ଅଫିସ ରେ ତାଲା, ଚାଷୀ…

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )୦୪/୦୭/୨୫ ବର୍ତ୍ତମାନ ଖରିଫ ଋତୁ ପାଇଁ ଚାଷ କାର୍ଯ୍ୟ ଆରମ୍ଭ ହେଲାଣି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଚାଷୀ ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଚାଷ କାର୍ଯ୍ୟ ର ବିଭିନ୍ନ ଅଭିଯୋଗ ଓ ସହାୟତା ପାଇଁ ଚାଷୀ ମାନଙ୍କୁ ବ୍ଲକ…

ଡାବୁଗାଁ ରେ ମହା ଆଡ଼ମ୍ବରରେ ବାହୁଡା଼ ଯାତ୍ରା ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୭/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରେ ମହା ଆଡ଼ମ୍ବରରେ ପବିତ୍ର ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୧ ଘଣ୍ଟ ସମୟରେ ନୂଆଗୁଡା ସ୍ଥିତ ଗୁଣ୍ଡିଚା ମନ୍ଦିର ରେ ଜଗନ୍ନାଥ ମନ୍ଦିର ପୂଜକ ନବୀନ ପାଢୀଙ୍କ ଦ୍ଵାରା ମହାପ୍ରଭୁ…

ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

https://youtu.be/f0SI8Nh_D0g    ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶନିବାର ଦିନ ଚତୁର୍ଦ୍ଧାମୂର୍ତ୍ତି ତଥା ଶ୍ରୀଜୀଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ…